Kiit College ସାମ୍ନା ରେ ସମସ୍ତଙ୍କ ଆଗରେ ଚାଲିକି କିସ୍ ଦିଆ ଦି ହେଉଥିଲେ, ଗାଡ଼ିରୁ ଓହ୍ଲେଇକି ଢ଼ୋ କି ଦେଲି: ଅଭିନେତା ମିଟୁ ଦାସ

0 25

ଓଲିଉଡ଼ ଅଭିନେତା ମିଟୁ ଦାସଙ୍କ ଏକ ବଡ଼ ବୟାନ ସାମ୍ନା କୁ ଆସିଛି, ଆପଣମାନେ ତାଙ୍କୁ ଭଲ ଭାବରେ ଜାଣିଥିବେ। ମିଟୁ ଦାସ ସବୁବେଳେ ନିଜର ଅଜବ ବୟାନ ପାଇଁ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚାରେ ରହିବ ଦେଖିବାକୁ ମିଳେ ।

ଯୋଡିହ ଗଣମାଧ୍ୟମ କୁ ଦେଇଥିବା ତାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ମିଟୁଙ୍କ ଏହି ଭିଡିଓ ଦେଖି କିଏ ମଧ୍ୟ ନିଶ୍ଚୟ ଭାବରେ ଆଶ୍ଚର୍ଯ୍ୟ ହେବେ ।

ମିଟୁ ଗଣମାଧ୍ୟମ କୁ କହିଛନ୍ତି- ‘ଆମେ ବହୁତ କଷ୍ଟରେ ଥିଲୁ ଗତ ତିନି ବର୍ଷ ହେଲା ଯଉ ସବୁସିନେମା କରୁଥିଲୁ ସବୁ ବେକାର ହେଇ ଯାଉଥିଲା । କିନ୍ତୁ ପ୍ରଭୁ ଜଗନ୍ନାଥଙ୍କ କୃପା ହେଇଛି ଅନୁପମ ପଟ୍ଟନାୟକ ଗୋଟେ ବଡ କମାଲ କରିଦେଇଛନ୍ତି । ଦମନ ଫିଲ୍ମ ଆସିଲା ପରେ ଏବେ ବିଶ୍ଵ ସ୍ତରରେ ରେକର୍ଡ କଲା ।

ଆଗକୁ ସେ ଏକ ଅଜବ ଘଟଣା ବିଷୟରେ କହିଲେ “ମୁଁ ଏବେ ବାଡେଇକି ଆସିଲି ସାଙ୍ଗେ ସାଙ୍ଗେ, ଭୁବନେଶ୍ୱର KIIT କଲେଜ ପାଖରେ ଜନସାଧାରଣ ସାମ୍ନା ରେ ଗୋଟେ ପୁଅ ଆଉ ଝିଅ ଚାଲିକି ଯାଉଛନ୍ତି କିସ୍ ଦିଆ ନିଆ ମଧ୍ୟ ଚାଲିଛି । ମୁଁ ଢୋ କିନା ଦେଲି ଆଉ ସେ କାନ୍ଦି କାନ୍ଦି ଗଲେ, କାନ୍ଦିବା ଦରକାର କାରଣ ପବ୍ଲିକ ସ୍ଥାନରେ ଏମିତି ହେବା ଉଚିତ ନୁହେଁ’ ।

Leave A Reply

Your email address will not be published.