ଧନ, ଗେହ୍ଲୁ ,ସୁନା କହି ପଟେଇ ଦେଉଛନ୍ତି ଓ ତା ପରେ ଦୁଇ ମିନିଟର ସୁଖ ପାଇଁ OYOରେ ଖେଳ କରୁଛନ୍ତି, ଦେଖନ୍ତୁ ଭିଡ଼ିଓ ଏ ମହିଳା କଣ କହୁଛନ୍ତି ଏମିତି..

ସଂସ୍କାର : ଆପଣ ଜାଣିଥିବେ ଯେ, ଦିଲ୍ଲୀ ର ଜଣେ ପ୍ରେମିକ ନିଜ ପ୍ରେମିକାକୁ ହତ୍ୟା କରି ୩୫ ଖଣ୍ଡ କରି ଫ୍ରିଜରେ ରଖିଥିଲା ଏବଂ ଏହି ଘଟଣା ବର୍ତ୍ତମାନ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହାକୁ ନେଇ ସାଧାରଣ ଜନତା ଭିନ୍ନ ଭିନ୍ନ ମତାମତ ଦେଇଛନ୍ତି । ଆଜି ଆପଣଙ୍କୁ ସେଥି ମଧ୍ୟରୁ ଏକ ମହିଳା ଦେଇଥିବା ମନ୍ତବ୍ୟ ସମ୍ବନ୍ଧରେ କଣ କହୁଛନ୍ତି ଦେଖନ୍ତୁ।

ମହିଳା ଜଣକ କହିଛନ୍ତି:- ବର୍ତ୍ତମାନ ପିଢୀ ଉପରେ ପିଢୀ ପରିବର୍ତ୍ତନ ହେବାରେ ଲାଗିଛି । ମାତ୍ର ପୂର୍ବରୁ ଜେଜେବାପା ଙ୍କ ବିବାହ ସମୟରେ ଜେଜେମା’ ଙ୍କ ମୁହଁ ମଧ୍ୟ ଦେଖି ନଥିଲେ । ମାତ୍ର ବର୍ତ୍ତମାନ ଯେଉଁ ପୁଅ ଝିଅ ବିବାହ କରୁଛନ୍ତି, ଆଗ ବାପା ମା’ ଝିଅ ପୁଅ ନମ୍ବର ଆଣି ଦେବା ନେବା କରି ଆଗ ସେମାନେ ନିଜକୁ ନିଜେ ହୋଟେଲ ଯାଇ, ଖିଆ ପିଆ କରି, ନିଜ ମଧ୍ୟରେ ଶାରୀରିକ ସମ୍ପର୍କ ରଖି ସାଟିସଫାଏ ଲାଗିଲେ ସେମାନେ ବିବାହ କରୁଛନ୍ତି ।

ଏହାକୁ ନିଜ ବାପା ମା’ ହିଁ ଶୀକୃତି ଦେଉଛନ୍ତି । ମାତ୍ର ମୂଳ ଗଛ ହିଁ ଯେଉଁଠାରେ ଷ୍ଟ୍ରଙ୍ଗ ନାହିଁ ସେଠାରେ ପତ୍ର ଆଦୌ ଷ୍ଟ୍ରଙ୍ଗ ରହି ପାରିବ ନାହିଁ । ଏଥି ନିମନ୍ତେ ଯେମିତି ଘର ସେମିତି ଛୁଆ ।ଏହା ଲୋକ ମାନଙ୍କୁ ଏକ ଖରାପ ବାର୍ତ୍ତା ଦେଇ ଆସୁଛି । ଆଜିଭଳି ଦିନରେ କିଏ ମଧ୍ୟ ଭଲ ଜିନିଷ କୁ ସାମ୍ନା କରୁ ନାହାଁନ୍ତି ମାତ୍ର ଖରାପ ଜିନିଷ କୁ ଆଗ ସାମ୍ନା କରୁଛନ୍ତି ।

ଝିଅ ମାନେ ନିଜକୁ ନିଜ ଭାବୁଛନ୍ତି ଗୋଟିଏ ଶସ୍ତା । ପୁଅମାନେ ଭାବୁଛନ୍ତି ସେମାନେ ହେଉଛନ୍ତି ହୀରା । ଯେତେବେଳେ ଗୋଟିଏ ଝିଅ ପୁଅ କୁ ଭଲ ପାଉଛି ପ୍ରଥମେ ସେ ତାହାର ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଦେଖିବା ଦରକାର ସେ କେମିତିକା । ମାତ୍ର ଏହି ଯାହା ଟିକିଏ ଗେଲୁ, ସୁନା କହି ଦେଉଛନ୍ତି, ଏହାପରେ ଏମାନେ ଯେଉଁ OYO ଏବଂ ଲଜ କୁ ପଳାଉଛନ୍ତି, କ’ଣ ତାଙ୍କୁ ଫାଇଦା ମିଳୁଛି ।

Leave a Reply

Your email address will not be published. Required fields are marked *