ଆଉ ୫ ବର୍ଷ ମାଗଣାରେ ମିଳିବ ଚାଉଳ । କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଆଉ ୫ ବର୍ଷ ମାଗଣା ଚାଉଳ ଦେବାକୁ କ୍ୟାବିନେଟ୍ର ମଞ୍ଜୁରୀ ।

୨୦୨୮ ଡିସେମ୍ବର ଯାଏଁ ମାଗଣା ଚାଉଳ ଯୋଗାଇବ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ବଢ଼ିଲା । ଉପକୃତ ହେବେ ପ୍ରାୟ ୮୧ କୋଟି ହିତାଧିକାରୀ ।