ବିଭ କମ୍ପାନୀ ସ୍ମାର୍ଟଫୋନ୍ iQOO 3 ଫେବୃଆରୀ ୨୫ ତାରିଖ ଦିନ ୧୨ଟାରେ ଭାରତରେ ଲଞ୍ଚ୍ କରିବ । ଏହା Flipkart and IQOO.com ରେ ଆପଣମାନେ କିଣି ପାରିବେ ।
ଏହି ଫୋନ ରେ snapdragon 865 ପ୍ରୋସେସର୍ ରହିଛି । ଏହି ଫୋନେ ର ଦାମ ଆନୁମାନିକ ୧୫ ହଜାର ରୁ ୨୫ ହଜାର ମଧ୍ୟରେ ରହିବ ବୋଲି ଜଣା ପଡିଛି ।
ପ୍ରତିଟି ଖବର ଉପରେ ନଜର