ଭାରତର ଏହି ସ୍ଥାନରେ କରୋନା ଭାଇରସ ନେଲା ଦ୍ଵିତୀୟ ଜୀବନ । ବଢୁଛି ଭୟ …

ଦିଲ୍ଲୀର ୬୮ ବର୍ଷୀୟା ମହିଳା କରୋନାଭାଇରସର ଶିକାର ହୋଇଛନ୍ତି । ତାଜା ସୂଚନା ଅନୁଯାୟୀ ଭାରତରେ ଏହା ଦ୍ୱିତୀୟ ମୃତ୍ୟୁ ।

କର୍ଣ୍ଣାଟକ ପରେ ପରେ ବିଶ୍ୱ ମହାମାରୀ ବଳୟ ଭିତରକୁ ଆସିଯାଇଛି ଦିଲ୍ଲୀ ସହର । ଦ୍ୱିତୀୟ ଥର ପାଇଁ କରୋନାଭାଇରସ ନେଲା ଜୀବନ । ଏଥର ଶିକାର ଥିଲେ ଜଣେ ୬୮ ବର୍ଷର ବୟସ୍କା ମହିଳା ।

Leave a Reply

Your email address will not be published. Required fields are marked *