୨୯ ଜାନୁଆରୀ ରେ ଜାପାନ ର ଟୋକିଓ ସହରରେ ଓଡିଶା ର ବାଲେଶ୍ୱର ଓ ଯାଜପୁର ଜିଲା ର ଦୁଇ ଯୁବକ ଙ୍କ ମୃତ୍ୟୁ ହୋଇଥିଲା । ଆଜି ଗାଁ ରେ ପହଞ୍ଚିଥିଲା ମୃତ ଦେହ । କରୋନା ଭାଇରସ ର ଭୟ ରେ ନିଜ ଲୋକେ ହିଁ ତାଙ୍କ ମୃତ ଦେହ କୁ ସ୍ପର୍ଶ କରି ନଥିଲେ ।
ସୂଚନା ଅନୁସାରେ ସେମାନେ ରୋଷେୟା ଭାବେ ଟୋକିଓରେ ଏକ ହୋଟେଲରେ କାମ କରୁଥିଲେ, ବିଷାକ୍ତ ଗ୍ୟାସ ପ୍ରଭାବରେ ଏମାନଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।