ସଂସ୍କାର: ଶାରୀରିକ ସମ୍ପର୍କର ଅନ୍ୟନାମ ହେଉଛି ଯୌନକ୍ରୀଡା। ଶାରୀରିକ ସମ୍ପର୍କ ବୈବାହିକ ତଥା କପୁଲ ମାନଙ୍କର ଜୀବନର ଏକ ଅଂଶ। ତେବେ ବିବାହ କରିଥିବା ଦମ୍ପତିମାନେ ନିଜର ସମ୍ପର୍କକୁ ମଜବୁତ କରିବା ପାଇଁ ଏହି କାର୍ଯ୍ୟ କରିଥାନ୍ତି। ବେଳେବେଳେ ପ୍ରେମୀଯୁଗଳମାନେ ମଧ୍ୟ ନିଜର ଯୌନ ସୁଖକୁ ସନ୍ତୁଷ୍ଟ କରିବା ପାଇଁ କେବେ କିପରି ଏହି କାର୍ଯ୍ୟ କରିଥାନ୍ତି। ତେବେ ଆପଣମାନେ କଣ ଜାଣନ୍ତି କି ଶାରୀରିକ ସମ୍ପର୍କ ରକ୍ଷା କରିବା ସମୟରେ ଆପଣଙ୍କୁ ଏମିତି କିଛି ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ । ନଚେତ ପରେ ଆପଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।
![](https://sanskarnetwork.in/odia/wp-content/uploads/2021/09/IMG-20210927-WA0003.jpg)
୧) ଶାରୀରିକ ସମ୍ପର୍କ ସ୍ଥାପନ ପରେ ଗାଧୋଇବା ବହୁତ ମହିଳା ଓ ପୁରୁଷଙ୍କ ଅଭ୍ୟାସ ଥାଏ, ଏହା କିନ୍ତୁ ଠିକ ନୁହେଁ। ଗାଧୋଇବା ସମୟରେ ସାବୁନକୁ ଆପଣଙ୍କ ପ୍ରାଇଭେଟ ପାର୍ଟରେ ଜମାରୁ ଲଗାନ୍ତୁ ନାହିଁ। ଏହା ଚର୍ମର ପ୍ରାକୃତିକ ଗୁଣ ହ୍ରାସ କରିବା ସହ ପରବର୍ତ୍ତୀ ସମୟରେ ସଂକ୍ରମଣର କାରଣ ସାଜିଥାଏ।
![](https://sanskarnetwork.in/odia/wp-content/uploads/2021/09/IMG-20210927-WA0002.jpg)
୨) ଏକ ରିପୋର୍ଟରୁ ଜଣାପଡିଛି ଯେ, ମିଳନର ପରବର୍ତ୍ତୀ ସମୟରେ ଆପଣ ଅନ୍ତବସ୍ତ୍ର ଜମାରୁ ପରିଧାନ କରନ୍ତୁ ନାହିଁ। ଯଦି ଆପଣ ସୁନିଦ୍ରା ଚାହୁଁଥାନ୍ତି, ତେବେ ଆପଣ ବିନା କପଡ଼ାରେ ଶୋଇ ପାରନ୍ତି। କପଡ଼ା ପରିଧାନ ଦ୍ୱାରା ଚର୍ମ ସଂକ୍ରମଣ ରୋଗ ହେବାର ସମ୍ଭାବନା ରହିଥାଏ।
![](https://sanskarnetwork.in/odia/wp-content/uploads/2021/09/IMG-20210927-WA0001.jpg)
୩) ଶାରୀରିକ ସମ୍ପର୍କ ରଖିବା ପରେ ପ୍ରାୟତଃ ଦୁର୍ବଳ ଅନୁଭବ ହେବା ସହ ଶଯ୍ୟାରୁ ଉଠିବାକୁ ଇଚ୍ଛା ଜମାରୁ ହୁଏ ନାହିଁ । ଏ ପରିସ୍ଥିତିରେ ଆପଣ ପ୍ରାଇଭେଟ ପାର୍ଟକୁ କୌଣସି ଓଦା କପଡ଼ା ଦ୍ୱାରା ସଫା କରିବା ଅନୁଚିତ। କାରଣ ଏଥିରେ ମଧ୍ୟ ସଂକ୍ରମଣର ଭୟ ଥାଏ।
ତେବେ ଶାରୀରିକ ତୃଷ୍ଣା ମେଣ୍ଟେବା ପରେ ଆପଣ ଉପରଲିଖିତ କାର୍ଯ୍ୟ ଉପରେ ଧ୍ୟାନଦେବେ। ନଚେତ ଆପଣଙ୍କୁ ଚର୍ମ ରୋଗ ଗ୍ରାସ କରିବ।