ଦେଖନ୍ତୁ ଟୁଙ୍ଗୁରୁ ଭୋଳ ବିଷୟରେ ଏହି ମହିଳା ଜଣଙ୍କ କହିଦେଲେ କିଛି ଏମିତି କଥା ଯେ, ଓଡ଼ିଶାବାସୀ କହିଲେ ବାଃ ବାଃ !!!

ସଂସ୍କାର : ବର୍ତମାନ ସବୁଆଡେ କେବଳ ଗୋଟିଏ ଚର୍ଚ୍ଚା ଲାଗିଛି ବର୍ଷା ଓ ଟୁଙ୍ଗୁରୁ । କୋଣସି ଚ୍ୟାନେଲ ନାହିଁ ଯେ ଏହି ଖବର ବଜାଉନାହାନ୍ତି । ସୋସିଆଲ ମିଡିଆର ନୂଆ ଚେହେରା କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ କିଛି ମିଡିଆରେ ଏହାକୁ ଏମିତି ପ୍ରସାରଣ କରିଛନ୍ତି ଯେ ଆପଣ ଦେଖିଦେଖି ବିରକ୍ତ ହେଇଯିବେ । ଆପଣ ଦେଖିଥିବେ ଗତ ୧୫ ଦିନ ହେଲାଣି ଟୁଙ୍ଗୁରୁ ଓ ବର୍ଷାକୁ ନେଇ ଚାରିଆଡେ ଚର୍ଚ୍ଚା। ଏମାନଙ୍କୁ ନେଇ ଗୁଡାଏ ଗୀତ ରିଲିଜ ହୋଇସାରିଲାଣି , ତାହାର ହିସାବ ନାହିଁ।

ତେବେ ଏହି ସବୁ ମଧ୍ୟରେ ଟୁଙ୍ଗୁରୁ ଆଉ ବର୍ଷାର ଏହିଭଳି ଫାଜିଲାମୀକୁ ନେଇ ପତିକ୍ରିୟା ରଖିଛନ୍ତି ଜଣେ ମହିଳା। ସେ ବର୍ଷା ବିଷୟରେ କହିଛନ୍ତି କି ଦୁଇଦୁଇଟା ଛୁଆର ମା ହୋଇକି ସେ କାହିଁକି ଏମିତି ଉତ୍ପାତ ହେଉଛି। ଯିଏ ଛୁଆର ହେଉନିି ସେ ଆଉ କାହାର କେମିତି ହେବ। ବର୍ଷା ଯୋଗୁଁ ମା, ପୁଅ ସମ୍ପର୍କରେ ଗୋଟେ କଳଙ୍କିତ ଲାଗିଗଲାଣି ଏ ସମାଜରେ।

ମହିଳା ଜଣଙ୍କ ଆହୁରି କହିଛନ୍ତି ଯେ, ବର୍ତମାନର ପିଲା ଏଥିରୁ ବୁଝିବେ କଣ? ୨୧ ବର୍ଷର ପିଲା ଯଦି ଗୋଟେ ମା ବୟସର ସ୍ତ୍ରୀ ଲୋକକୁ ଭଲ ପାଇଁ ସେଲିବ୍ରେଟି ହୋଇଛି ତାହେଲେ ପିଲାମାନେ ଏତେ ପଢିବେ କଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି । ଆଜିର ଯୁବ ସମାଜ ଶିଖିବେ କଣ? ଓଡିଶା ସଂସ୍କୃତି କେତେ ଉପରେ । ୪୦ବର୍ଷର ଜଣେ ଖରାପ ସ୍ତ୍ରୀ ଲୋକ ଉପରେ ଭିଡିଓ କରିବା କେତେ ଠିକ୍? ଏହା ସମାଜରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରୁଛି ଏଗୁଡାକ ବନ୍ଦ କରିବା ନିହାତି ଆବଶ୍ୟକ ।

ଦେଖନ୍ତୁ ଭିଡ଼ିଓ :

Leave a Reply

Your email address will not be published. Required fields are marked *