୧୦ ସେକେଣ୍ଡରେ ଖୋଜିବାହାର କରନ୍ତୁ କୁମ୍ଭୀରକୁ, ତାହା ହେଲେ ହେବେ ଜିନିୟସ..

ସଂସ୍କାର : ଏବେ ଭାଇରାଲ ହେଉଥିବା ବିଭିନ୍ନ ପ୍ରକାର ଅପଟିକାଲ ଇଲୁ୍ୟସନ ଲୋକମାନଙ୍କୁ ବେଶ୍ ପସନ୍ଦ ଆସୁଛି। ନିକଟରେ ସେହିଭଳି ଏକ ଚିତ୍ର ଭାଇରାଲ ହୋଇଛି । ଯେଉଁଥିରେ ଆପଣଙ୍କ ସାମ୍ନାରେ ଏକ କୁମ୍ଭୀର ରହିଛି ହେଲେ ଆପଣଙ୍କୁ ଏହି କୁମ୍ଭୀରକୁ ବାହାର କରିବାକୁ ପଡ଼ିବ ।

ଏହି ଚିିତ୍ରଟି ଏକ ସାମୁଦ୍ରିକ ଗଛ ସହିତ ଜଡ଼ିତ । ଏହି ଗଛ ମଧ୍ୟରେ ନିଜ ଶିକାର ଖୋଜୁଥିବା ଏକ କୁମ୍ଭୀର ଲୁଚି ବସିଛି। ସେହି କୁମ୍ଭୀରକୁ ଆପଣଙ୍କୁ ଖୋଜି ବାହାର କରିବାକୁ ପଡ଼ିବ ।

ଏହି ଚିତ୍ରକୁ ଆମେରିକୀୟ ରାଜ୍ୟ ୱାଶିଂଟନସ୍ଥିତ ସିଏଟଲର ୱାଇଲଡଲାଇଫ ଜର୍ଣ୍ଣାଲିଷ୍ଟ ଆର୍ଟ ୱଲଫ ନିଜ କ୍ୟାମେରାରେ କଏଦ କରିଛନ୍ତି । ଯଦି ଆପଣ ୧୦ ସେକେଣ୍ଡରେ ଉକ୍ତ କୁମ୍ଭୀରକୁ ଖୋଜି ବାହାର କରିପାରୁଛନ୍ତି ତେବେ ଆପଣଙ୍କ ମସ୍ତିଷ୍କ ଓ ଆଖି ଦ୍ର୍ରୁତ ରହିଛି ବୋଲି ଜଣାପଡ଼ିିବ।

ଦେଖନ୍ତୁ କେଉଁଠି ଲୁଚି ବସିଛି କୁମ୍ଭୀର :

Leave a Reply

Your email address will not be published. Required fields are marked *