ଖଣ୍ଡଗିରି ବସ ଟର୍ମିନାଲରେ ଥିବା ବସରେ ପଡିଛି ହଜାର ହଜାର କଣ୍ଡୋମ, ଦେଖନ୍ତୁ ଭାଇରାଲ୍ ଭିଡ଼ିଓ

ସଂସ୍କାର : ବଦନାମ ମୁଣ୍ଡାଉଛି ଐତିହାସିକ ସ୍ଥାନ ଖଣ୍ଡଗିରି। ଖଣ୍ଡଗିରି ପଛରେ ଥିବା ବସ ଟର୍ମିନାଲ ବର୍ତ୍ତମାନ ପାଲଟିଛି ଅସାମାଜିକ ଲୋକଙ୍କ ରଂଗଶାଳା। ଖଣ୍ଡଗିରି ଥାନାରୁ ଖୁବ କମ ଦୁରରୁ ପରିତ୍ୟକ୍ତ ଅବସ୍ଥାରେ ପଡିଛି ତିନୋଟି ବସ। ରାତିହେଲେ ଏହି ସବୁ ବସ ପାଲଟି ଯାଏ ଅସାମାଜିକ ଲୋକଙ୍କ ରଙ୍ଗଶାଳା । ବସ ଭିତରେ ପଡିଛି ହଜାର କଣ୍ଡୋମ।

ଏମିତିକି ମଦ ବୋତଲ ସହ ଅନେକ ନିଶା ଦ୍ରବ୍ୟର ଖୋଳ ମଧ୍ୟ ପଡିଛି। ୨୦୧୯ ମସିହାରୁ ଏହି ତିନିଟି ବସ ପରିତ୍ୟକ୍ତ ଅବସ୍ଥାରେ ପଡିଥବା ସ୍ଥାନୀୟ ଲୋକେ କହିଛନ୍ତି। ସନ୍ଧ୍ୟା ହେଲେ ବସଟିକୁ କିଛି ଅସମାଜିକ ଲୋକ ଆସନ୍ତି ଓ ନିଜର କାମନା ଚରିତାର୍ଥ କରି ପୁଣି ଫେରିଯାନ୍ତି । ନିୟମିତ ଏଭଳି ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକଙ୍କ ତରଫରୁ ସୂଚନା ମିଳିଛି।

ଦେଖନ୍ତୁ ଭିଡ଼ିଓ :

Leave a Reply

Your email address will not be published. Required fields are marked *