ଦେଖନ୍ତୁ ଭିଡ଼ିଓ: ସେ ମୋ ସହିତ ପ୍ରତିଦିନ 4 ରୁ 5 ଥର ସେସବୁ କରୁଛି, ମୋର ଆଉ ସହିବାର ସୀମା ନାହିଁ, ମହିଳା କଲେ ଅଭିଯୋଗ

ସଂସ୍କାର: ପ୍ରତିଦିନ ସୋସିଆଲ ମିଡ଼ିଆ ଆଉ ଖବର କାଗଜରେ ଅନେକ ଘଟଣାର ଚିତ୍ର ସାମ୍ନାକୁ ଆସେ ଯାହାକୁ ଦେଖିଲେ କିମ୍ବା ପଢିଲା ପରେ ଆମକୁ ବହୁତ ଖରାପ ଲାଗିଥାଏ। ତେବେ ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।

ଆମ ସମାଜରେ କିଛି କିଛି ମହିଳା ଆଉ ପୁରୁଷ ଅଛନ୍ତି ଯେଉଁ ମାନେ କି ବାହାଘର ପରେ ମଧ୍ୟ ଅନ୍ୟ କାହା ସହିତ ସମ୍ପର୍କ ରଖିଥାନ୍ତି। ଯାହାକି ଲଜ୍ୟାଜନକ ଅଟେ। ସୋସିଆଲ ମିଡିଆରେ ପ୍ରତିଦିନ ଦେଖିଥିବେ ଯେ ସ୍ବାମୀମାନେ ଯେତେବେଳେ କାମରେ ଚାଲି ଯାଉଛନ୍ତି ମହିଳାମାନେ ତାଙ୍କ ପ୍ରେମିକଙ୍କ ସହିତ ପ୍ରେମରେ ମତୁଆଲା ହୋଇଥାନ୍ତି। କେବଳ ମହିଳା ମାନେ ନୁହନ୍ତି ପୁରୁଷମାନେ ମଧ୍ୟ ଏଭଳି କାମ କରୁଛନ୍ତି। ଯାହାକି ସୋସିଆଲ ମିଡିଆରେ ଭାଇ ରାଲ ହେଉଥିବାର ଦେଖିବାକୁ ମିଳୁଛି।

ବର୍ତ୍ତମାନ ସମୟରେ ସେହିଭଳି ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି। ଯାହାକୁ ଦେଖି ଦର୍ଶକ ମାନେ ବହୁତ ନିନ୍ଦା କରିଛନ୍ତି। ବର୍ତ୍ତମାନ ଜଣେ ମହିଳା ଗଣମାଧ୍ୟମ ସାମ୍ନାରେ କାନ୍ଦି କାନ୍ଦି କହିଛନ୍ତି ଯେ ଜଣେ ବ୍ୟକ୍ତି ଚାରି ରୁ ପାଞ୍ଚ ଥର ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ତାଙ୍କ ସ୍ବାମୀ ଯେତେବେଳେ ଘରେ ରୁହନ୍ତି ନାହିଁ ସେହି ଗ୍ରାମର ଜଣେ ସୁକାନ୍ତ ସାହୁ ନାମକ ବ୍ୟକ୍ତି ତାଙ୍କ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଆସୁଥିଲେ।

ଦେଖନ୍ତୁ ଭିଡ଼ିଓ:

କିନ୍ତୁ ମହିଳା ଜଣଙ୍କ ବର୍ତ୍ତମାନ ଆଉ ସହି ନ ପାରିବାରୁ ସୁକାନ୍ତ ସାହୁଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି।ଏହି ଘଟଣାଟି କିଛି ନୂଆ ନୁହେଁ,ସମାଜରେ ଏଭଳି ଘଟଣା ପ୍ରତିଦିନ ଦେଖିବାକୁ ମିଳୁଛି। ମହିଳା ଜଣକ ତାଙ୍କ ସହ ଏଭଳି ଘଟଣା ଘଟିଛି ବୋଲି ଗଣମାଧ୍ୟମ ସାମ୍ନାରେ କହିଛନ୍ତି। ଏଥି ପାଇଁ ତାଙ୍କୁ ଦର୍ଶକ ମାନେ ଟ୍ରୋଲ କରିବା ସହିତ ଅନେକ କଟୁ କଥା ମଧ୍ୟ କହିଛନ୍ତି।ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଭାଇରାଲ୍ ହେଉଛି।

Leave a Reply

Your email address will not be published. Required fields are marked *