ସଂସ୍କାର: କାହିଁ କେତେ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ଥିବା ମାଳି ସାହି ପୁରୁଷଙ୍କୁ ଦେହ ସୁଖ ଦେବା ପାଇଁ ଖୁବ୍ ପ୍ରସିଦ୍ଧ ହୋଇ ରହି ଆସିଛି। ରାଜ୍ୟର ଏହି ସ୍ଥାନକୁ ରେଡ଼ ଲାଇଟ ଏରିଆ ମଧ୍ୟ କୁହାଯାଏ। ତେବେ ବର୍ତ୍ତମାନ ଏହି ସ୍ଥାନର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି।
ଭାଇରାଲ୍ ହେଉଥିବା ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, କିଭଳି ଜଣେ ବ୍ୟକ୍ତି ନିଜର ଦେହ ସୁଖ ମେଣ୍ଟାଇବା ପାଇଁ ଜଣେ ମହିଳା ସହିତ କଥା ହେଉଛନ୍ତି ଆଉ ମୂଲଚାଲ କରୁଛନ୍ତି। ସୋସିଆଲ ମିଡିଆରେ ଏହି ଘଟଣାର ଭିଡ଼ିଓ ବେଶ୍ ଭାଇରାଲ୍ ହେଉଛି। ମାଳି ସାହିର ନାମ ତ ଆପଣମାନେ ନିଶ୍ଚୟ ଭାବରେ ଶୁଣିଥିବେ।
ଆଉ ସେଠାରେ କଣ ହୋଇଥାଏ ତାହା ମଧ୍ୟ ସମସ୍ତଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦର୍ଶକ ମାନେ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି। ଭିଡିଓ ରେ ଦେଖିବାକୁ ମିଳିଛି ଯେ ଅନେକ ଜଣ ଯୁବତୀ ରାସ୍ତା ମଝିରେ ବସି ରହିଛନ୍ତି ଆଉ ସେଠାରେ ଅନେକ ଜଣ ଯୁବକ ମଧ୍ୟ ଛିଡ଼ା ହୋଇଛନ୍ତି।
ଆପଣମାନେ ଦେଖିଥିବେ ଯେ ମାଳି ସାହି ର ଝିଅମାନେ ରାସ୍ତା ଉପରେ ଛିଡା ହୋଇଥାନ୍ତି ଏବଂ ଯୁବକ ମାନଙ୍କୁ ତାଙ୍କ ପାଖକୁ ଡାକିଥାନ୍ତି। ଆପଣମାନେ ଜାଣିଥିବେ ଯେ ମାଳିସାହି ର ଯୁବତୀ ମାନେ ରାସ୍ତାରେ ବସି ଦେହ ବ୍ୟାପାର କରିଥାନ୍ତି। ଏହି ଭିଡିଓ ରେ ମଧ୍ୟ ତାହା ଦେଖିବାକୁ ମିଳିଛି। ଭିଡିଓ ରେ ଦେଖିବାକୁ ମିଳିଛି ଯେ କିଛି ଜଣ ଯୁବତୀ ରାସ୍ତାରେ ଛିଡା ହୋଇଥିଲେ। ସେହି ସମୟରେ ଯୁବକ ମାନେ ଆସିଥିଲେ। ମାଳିସାହି ରେ ଏଭଳି ଘଟଣା ସବୁବେଳେ ଘଟିଥାଏ।
ସେଠାକୁ ଅନେକ ବ୍ୟକ୍ତି ମାନେ ଯାଇଥାନ୍ତି। ମହିଳା ଓ ଯୁବତୀମାନେ ସେମାନଙ୍କୁ ଡାକିଥାନ୍ତି। ସେଠାରେ କିଛି ଜଣ ଲୋକ ଉପସ୍ଥିତ ଥିଲେ ଏବଂ ସେହି ଦୃଶ୍ୟକୁ ମୋବାଇଲ୍ ଫୋନରେ ରେକର୍ଡ କରିଥିଲେ। ଯାହାକି ବର୍ତ୍ତମାନ ଭାଇରାଲ ହେଉଛି।