ଭାରତର ଏହି ଜାଗାକୁ ଯିଏ ବି ଯାଏ, ସେ କେବେ ବଞ୍ଚି ଫେରିପାରେ ନାହିଁ। ଏହି ଦ୍ଵୀପ ଆଣ୍ଡାମାନ-ନିକୋବର ଦ୍ଵୀପ ସମୂହରେ ଥିବା ସେଟିଂନଲ ଦ୍ଵୀପ ଅଟେ। ଯେଉଁଠାକୁ ବାହାରର କୌଣସି ବ୍ୟକ୍ତି ଯିବା ମନା ଅଟେ।
ଏହି ଦ୍ଵୀପରେ ଅବସ୍ଥିତ ସେଟିଂନଳୀ ଆଦିବାସୀମାନେ ବହୁତ ଭୟଙ୍କର। ଏମାନଙ୍କର ବାହାର ଆଧୁନିକ ଦୁନିଆ ସହିତ କୌଣସି ସମ୍ପର୍କ ନାହିଁ। ଯଦି ଏହି ଦ୍ଵୀପ ଭିତରକୁ କୌଣସି ବାହାର ବ୍ୟକ୍ତି ପ୍ରବେଶ କରେ ତେବେ ଏହି ଆଦିବାସୀମାନେ ହିଂସା କରିବା ଆରମ୍ଭ କରିଦିଅନ୍ତି।
ମିଡ଼ିଆ ରିପୋର୍ଟ ଅନୁଯାୟୀ କିଛି ବର୍ଷ ପୂର୍ବେ ଆମେରିକା ର ଜଣେ ପର୍ଯ୍ୟଟକ ସେହି ଦ୍ବୀପକୁ ଯାଇଥିଲେ, ଯାହାଙ୍କର ହତ୍ୟା କରାଯାଇଥିଲା।
ଏହି ଦ୍ଵୀପ ବିଷୟରେ ଅଧିକ ଖବର ଏବେ ପର୍ଯ୍ୟନ୍ତ ବାହାରକୁ ଆସି ନାହିଁ। କିନ୍ତୁ ଯେତିକି ଖବର ମିଳିଛି, ସେ ଆନୁଯାୟୀ ଏହି ଦ୍ଵୀପ ଅତ୍ୟଧିକ ସୁନ୍ଦର ଅଟେ। ଏହି ଦ୍ଵୀପ କେବଳ 23 ବର୍ଗ ମାଇଲ ଅଟେ। ଯେଉତ୍ଜିରେ 60 ହଜାର ବର୍ଷ ତଳୁ ଆଦିବାସୀ ରହି ଆସୁଅଛନ୍ତି।
ଆଣ୍ଡାମାନ-ନିକୋବର ଦ୍ଵୀପ ସମୂହରେ 572 ଦ୍ଵୀପ ଅଛି। ମାତ୍ର କେବଳ 38 ଦ୍ଵୀପରେ ଲୋକେ ରୁହନ୍ତି।