ଦୀର୍ଘ ୭ ବର୍ଷ ପରେ ନିର୍ଭୟା ଗଣ ଦୁଷ୍କର୍ମକାରୀ ମାନଙ୍କୁ ମାର୍ଚ୍ଚ ୩ ସକାଳ ୬ ଟାରେ ଫାଶୀ ରେ ଝୁଲେଇ ଦିଆଯିବ । ପଟିଆଲା ହାଉସ୍ କୋର୍ଟ ଜାରି କରିଛନ୍ତି ସାନି ଡେଥ୍ ୱାରେଣ୍ଟ । ଏଠି ମଧ୍ୟରେ ପୁଣି ଜେଲ ମଧ୍ୟରେ ଜଣେ ଦୋଷୀ କରିଛି ଆତ୍ମହତ୍ୟା ଉଦ୍ୟମ ।
ସୂଚନା ଅନୁସାରେ ଗତ ୧୬ ତାରିଖ ଦିନ ବିନୟ ନିଜ ସେଲ୍ରେ କାନ୍ଥରେ ମୁଣ୍ଡ ପିଟି ଆତ୍ମହତ୍ୟା ଉଦ୍ୟମ କରୁଥିଲା, ହଟାତ ଜେଲ କର୍ମଚାରୀ ଦେଖି ତାକୁ ତୁରନ୍ତ ଚିକିତ୍ସା କରାଇଥିଲେ । ଏହି ଘଟଣା ରେ ସେ ସାମାନ୍ୟ ଆହତ ହୋଇଥିଲା ।