ଗର୍ଭାବସ୍ଥାରେ ତୁଳସୀ ଖାଇବାର ଆଶ୍ଚର୍ଯ୍ୟଜନକ ଫାଇଦା, ଥରେ ନିଶ୍ଚିତ ପଢନ୍ତୁ

ତୁଳସୀ ପତ୍ର ରେ ବହୁତ ଗୁଡ଼ାଏ ଔଷଧୀୟ ଗୁଣ ଥାଏ । ଏହି ଔଷଧୀୟ ଗୁଣ ପାଇଁ ବହୁ ରୋଗର ଉପଚାର ଏହି ଗଛ ଦ୍ଵରା କରାଯାଏ । ଗର୍ଭାବସ୍ଥାରେ ଥିବା ମହିଳା ମାନଙ୍କ ପାଇଁ ତୁଳସୀ ର ଔଷଧୀୟ ଗୁଣ ଏକ ବରଦାନ ଅଟେ ।

ଆପଣ ଯଦି ପ୍ରତିଦିନ ତୁଳସୀର ଦୁଇଟି ପତ୍ର ଖାଇବେ ତାହାଲେ ଶରୀରରେ ରକ୍ତର ଅଭାବ ଦେଖା ଦେଖା ଯିବ ନାହିଁ । ସାଧାରଣତଃ ଗର୍ଭାବସ୍ଥାରେ ମହିଳାମାନେ ରକ୍ତହୀନତାର ଶିକାର ହୋଇଥାନ୍ତି, ସେଥିପାଇଁ ପ୍ରତିଦିନ ସେମାନଙ୍କୁ ତୁଳସୀ ପତ୍ର ଖାଇବା ଉଚିତ । ତୁଳସୀ ପତ୍ରରେ ଭିଟାମିନ୍ ଏ ଭରପୁର୍ ମାତ୍ରାରେ ରହିଥାଏ। ଯାହାକି ମା ପେଟରେ ଥିବା ଭ୍ରୁଣର ବିକାଶରେ ସହାୟକ ହୋଇଥାଏ।

Leave a Reply

Your email address will not be published. Required fields are marked *