ସଂସ୍କାର : ପ୍ରେମୀ ଯୁଗଳଙ୍କ ବିଷୟରେ ଆପଣ ଅନେକ ଅଦ୍ଭୁତ ବା ଆଶ୍ଚର୍ଯ୍ୟଜନକ ଖବର ନିଶ୍ଚୟ ଶୁଣିଥିବେ, କିନ୍ତୁ ଆମେ ଏଠାରେ ଆପଣଙ୍କୁ ଆଜି କହୁଥିବା ଖବର ସମ୍ପୂର୍ଣ୍ଣ ଭିନ୍ନ ଏବଂ ବାସ୍ତବ ଅଟେ। ଏହି ଖବରରେ ପ୍ରେମିକ ଜଣକ ନିଜ ପ୍ରେମିକା ସହିତ ରୋମାନ୍ସ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। କିନ୍ତୁ ପ୍ରେମିକାଙ୍କର ଡିମାଣ୍ଡ ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଯାହାକୁ ପଢିଲେ ଆପଣ ମଧ୍ୟ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ।
ସୂଚନା ଅନୁଯାୟୀ, ପ୍ରେମିକା ଜଣକ ପ୍ରେମିକକୁ କହିଥିଲେ ଯେ ଶାରୀରିକ ସମ୍ପର୍କ ରଖିବା ସମୟରେ ସେ ତାଙ୍କର ( ବୟଫ୍ରେଣ୍ଡ ) ଗଳାକୁ ଦବାଇବେ। ଯେଉଁ କାରଣରୁ ପ୍ରେମିକ ଜଣକ ଚେତାଶୂନ୍ୟ ଅବସ୍ଥାରେ ରହିବେ। ଆଉ ଚେତାଶୁନ୍ୟ ଅବସ୍ଥାରେ ସେକ୍ସ କରିବା ସମୟରେ ପ୍ରେମିକାକୁ ଆରାମ ଲାଗିବ ବୋଲି ସେ କହିଥିଲେ।
ତେବେ ଯୁବତୀଙ୍କର ଏହି କଥା ଶୁଣି ପ୍ରେମିକ ଜଣକ ଯୁବତୀଙ୍କର କଥାରେ ହଁ ଭରିଲେ। ‘ଦି ସନ୍’ର ରିପୋର୍ଟ ଅନୁଯାୟୀ, ଏହି ପ୍ରେମୀ ଯୁଗଳ କହିଥିଲେ ଯେ ଆମେ ଅନଲାଇନରେ ଭେଟିଥିଲୁ ଏବଂ ଆମେ ଚାରି ମାସ ପୂର୍ବରୁ ଡେଟିଂ ଆରମ୍ଭ କରିଥିଲୁ। ତେବେ ଏଠାରେ ଆମେ କହି ରଖୁଚୁ ଯେ, ପ୍ରେମିକର ବୟସ ୫୨ ବର୍ଷ ହୋଇଥିବା ବେଳେ ପ୍ରେମିକାର ବୟସ ୪୯ ବର୍ଷ। ତେବେ ପ୍ରେମିକ ଜଣକ କହିଛନ୍ତି ଯେ, “ସେ ଜଣେ ଭଲ ପରିବାର ମହିଳା ଏବଂ ରିଟେଲ ଇଣ୍ଡଷ୍ଟ୍ରିଜରେ କାମ କରନ୍ତି। ଆଉ ମୋର ଛଅ ବର୍ଷ ପୂର୍ବେ ଛାଡପତ୍ର ହୋଇଥିଲା। ତେବେ ମୋର ପ୍ରେମିକା ସହିତ ମୋର ବହୁତ ଭଲ ଯୌନ ଜୀବନ ରହିଛି। ସେ ବହୁତ ସାହସୀ। ତେଣୁ ମୁଁ ତାଙ୍କର ପ୍ରତ୍ୟେକ କଥାରେ ରାଜି ହୋଇଯାଏ।