ନୋରା ଫତେହି ଙ୍କ ସହ ଡ୍ୟାନ୍ସ ସମୟରେ ଏଭଳି କାମ ପାଇଁ ଟ୍ରୋଲ ହେଲେ ମାଷ୍ଟର ଟେରେନ୍ସ ଦେଖନ୍ତୁ ଭାଇରାଲ୍‌ ଭିଡିଓ

Terence Lewis slapping Nora Fatehi's behind

ମୁମ୍ବାଇ : କିଛି ଦିନ ପୂର୍ବେ ଆପଣ ଜାଣିଥିବେ ଯେ ଅଭିନେତ୍ରୀ ମଲାଇକା ଅରୋରାଙ୍କୁ କରୋନା ହେବା ପରେ ନେରା ଫତେହି ‘ଇଣ୍ଡିଆଜ୍ ବେଷ୍ଟ୍‌ ଡ୍ୟାନ୍ସର’ ବିଚାରକ ଭାବେ ଦାୟିତ୍ବ ସମ୍ଭାଳୁଛନ୍ତି,ହେଲେ ବର୍ତମାନ କୋରିଓଗ୍ରାଫର ମାଷ୍ଟର ଟେରେନ୍ସଙ୍କ ଙ୍କୁ ନେଇ ଏଭଳି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି।

ଏହି ଭିଡିଓରେ ‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ସୋ’ର ଏକ ଏପିସୋଡରେ ଅଭିନେତ୍ରୀ ନେରାଙ୍କ ପଛପଟକୁ ଟେରେନ୍ସ ଛୁଇଁଥିବାର ନଜର ଆସିଛି। ଏହି ଭିଡ଼ିଓକୁ ବହୁ ଲୋକ ସେୟାର ମଧ୍ୟ କରିଛନ୍ତି।

‘ଇଣ୍ଡିଆଜ୍ ବେଷ୍ଟ୍‌ ଡ୍ୟାନ୍ସର’ ବିଚାରକ ଭାବେ ଦାୟିତ୍ବ ସମ୍ଭାଳୁଛନ୍ତି ଅଭିନେତ୍ରୀ ତଥା ଡ୍ୟାନ୍ସର ନୋରା ଫତେହି ଏବଂ ମାଷ୍ଟର ଟେରେନ୍ସଙ୍କ କେମେଷ୍ଟ୍ରି କୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି,କିନ୍ତୁ ଏହି କେମେଷ୍ଟ୍ରି ମଧ୍ୟରେ ଏଭଳି ଏକ ଭିଡିଓ ଯାହା ବର୍ତମାନ ଭାଇରାଲ୍‌ ହେଉଥିବା ଦେଖାଦେଉଛି, ମାଷ୍ଟର ଟେରେନ୍ସଙ୍କ ପାଇଁ ବିବାଦ ଆଣିଛି ଏବଂ ଟ୍ରୋଲ ମଧ୍ୟ କରାଯାଉଛି।

Leave a Reply

Your email address will not be published. Required fields are marked *