Top-5 partnership pair batsman in ODI match : ଓପନିଂ ବ୍ୟାଟ୍ସମେନ ଭାବେ ଏକଦିବସୀୟ ମ୍ୟାଚରେ ଟପ୍ -5 ଭାରତୀୟ ଯୋଡି ଙ୍କ ବିଷୟରେ ଆସନ୍ତୁ ଜାଣିବା, ଯିଏ ODI କ୍ରିକେଟ ରେ ଭାରତ ତରଫରୁ ସବୁଠୁ ଅଧିକ ରନ ର ପାର୍ଟନରସିପ କରିଛନ୍ତି ।
ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରବିଡ଼ :-
ଓପନିଂ ବ୍ୟାଟ୍ସମେନ ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରବିଡ଼ 1999 ରେ ନ୍ୟୁଜିଲାଣ୍ଡ ବିରୁଦ୍ଧରେ ଦ୍ୱିତୀୟ ଵିକେଟ ପାଇଁ 331 ରନ ର ପାର୍ଟନରସିପ କରିଥିଲେ, ଯାହା ODI କ୍ରିକେଟ ରେ ଭାରତ ତରଫରୁ ସବୁଠୁ ବଡ ପାର୍ଟନରସିପ କରିବାର ରେକର୍ଡ ଅଟେ ।
ମହମ୍ମଦ ଆଜାରୁଦ୍ଦିନ ଓ ଅଜୟ ଜଡେଜା :-
ପୂର୍ବ ଅଧିନାୟକ ବ୍ୟାଟ୍ସମେନ ମହମ୍ମଦ ଆଜାରୁଦ୍ଦିନ ଓ ଅଜୟ ଜଡେଜା 2006 ରେ ଜିମ୍ବାୱେ ବିରୁଦ୍ଧରେ ଚତୁର୍ଥ ଵିକେଟ ପାଇଁ 275 ରନ ର ନଟ ଆଉଟ ରହି ପାର୍ଟନରସିପ କରିଥିଲେ । ମହମ୍ମଦ ଆଜାରୁଦ୍ଦିନ ଏହି ମ୍ୟାଚରେ 153 ରନ ର ତୂଫାନୀ ପାଳି ଖେଳିଥିଲେ।
ସୌରବ ଗାଙ୍ଗୁଲୀ ଓ ସଚିନ ତେନ୍ଦୁଲକର :-
ସୌରବ ଗାଙ୍ଗୁଲୀ ଓ ସଚିନ ତେନ୍ଦୁଲକର 2001ରେ କେନ୍ୟା ବିରୁଦ୍ଧରେ ପ୍ରଥମ ଵିକେଟ ପାଇଁ 258 ରନ ର ପାର୍ଟନରସିପ କରିଥିଲେ ।
ଯୁବରାଜ ସିଂ ଓ ମହେନ୍ଦ୍ର ସିଂ ଧୋନୀ :-
ଯୁବରାଜ ସିଂ ଓ ମହେନ୍ଦ୍ର ସିଂ ଧୋନୀ 2017 ରେ ଇଂଲଣ୍ଡ ବିରୁଦ୍ଧରେ ଚତୁର୍ଥ ଵିକେଟ ପାଇଁ 256 ରନ ର ପାର୍ଟନରସିପ କରିଥିଲେ । ଯୁବରାଜ ସିଂ ଏହି ମ୍ୟାଚରେ 150 ରନ ର ତୂଫାନୀ ପାଳି ଖେଳିଥିଲେ ।
ରୋହିତ ଶର୍ମା ଓ ବିରାଟ କୋହଲୀ :-
ରୋହିତ ଶର୍ମା ଓ ବିରାଟ କୋହଲୀ 2018 ରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଦ୍ୱିତୀୟ ଵିକେଟ ପାଇଁ 246 ରନ ର ପାର୍ଟନରସିପ କରିଥିଲେ । ଏହି ଲିଷ୍ଟରେ ଏହି ଯୋଡି ନମ୍ବର 5 ରେ ଅଛନ୍ତି।