T20 ପାୱାର ପ୍ଳେ (6 ଓଭର) ରେ ସର୍ବାଧିକ ରନ କରିଥିବା ଟପ୍ 5 ଟି ଟିମ୍ , ନମ୍ବର 1 ଟିମ୍ ର ରନ୍ ବିଶ୍ୱ ରେକର୍ଡ…

Top 5 Teams with Most Runs in T20 Power Plays (6 Overs)

Most Runs in T20 Power Plays : କିଛି ଦିନ ପୂର୍ବେ ବିଶ୍ୱ ଚମ୍ପିୟାନ ୱେଷ୍ଟଇଣ୍ଡିଜ଼ କୁ ଆୟର୍ଲାଣ୍ଡ ମାତ୍ର 4 ରନ ରେ ହରେଇ ଦେଇଥିଲା, ଏହି ମ୍ୟାଚ ରେ ଆୟର୍ଲାଣ୍ଡ 20 ଓଭର ରେ 7 ଵିକେଟ ବିନିମୟରେ 208 ରନ କରିବାରେ ସକ୍ଷମ ହୋଇଥିଲା ଜବାବରେ ବିଶ୍ୱ ଚମ୍ପିୟାନ ୱେଷ୍ଟଇଣ୍ଡିଜ଼ ଦଳ 204 ହିଁ କରି ପାରିଥିଲା ।

ହେଲେ ଏହି ମ୍ୟାଚରେ ଏକ ନୂଆ ରେକର୍ଡ ମଧ୍ୟ ଦେଖିବାକୁ ମିଳିଥିଲା ତେବେ ଆସନ୍ତୁ ଜାଣିବା ସେହି ରେକର୍ଡ ବିଷୟରେ, ଟି20 ମ୍ୟାଚ ରେ ପାୱାର ପ୍ଳେ ରେ ସବୁଠାରୁ ଅଧିକା ରନ( 93 ) ସଂଗ୍ରହକାରି ଦଳ ଭାବରେ ଆୟର୍ଲାଣ୍ଡ ଏହି ରେକର୍ଡ କୁ ନିଜ ନାମରେ କରିଥିଲା।

ଟି 20 ମ୍ୟାଚ ରେ ପାୱାର ପ୍ଳେ ରେ ସବୁଠାରୁ ଅଧିକା ରନ କରିଥିବା ଟପ 5 ଜଣ ଟିମ

ପ୍ରତାହାମ ସ୍ଥାନରେ ଆୟର୍ଲାଣ୍ଡ- 1. ( 93 ରନ ଆୟର୍ଲାଣ୍ଡ ବନାମ ୱେଷ୍ଟଇଣ୍ଡିଜ଼ 2020 ରେ ), 2..( 91ରନ ନେଦରଲାଣ୍ଡ ବନାମ ଆୟର୍ଲାଣ୍ଡ 2014 ଟି 20 ବିଶ୍ୱକପ ),3..( 89 ରନ ଇଂଲଣ୍ଡ ବନାମ ସାଉଥ ଆଫ୍ରିକା 2016 ଟି 20 ବିଶ୍ୱକପ ),4.( 88 ରନ ସାଉଥ ଆଫ୍ରିକା ବନାମ ଇଂଲଣ୍ଡ 2015 ),5.(86 ରନ ୱେଷ୍ଟଇଣ୍ଡିଜ଼ ବନାମ ସାଉଥ ଆଫ୍ରିକା 2015)।

Leave a Reply

Your email address will not be published. Required fields are marked *