ବାଲିକାବଧୁ, କୁଛ ତୋ ଲୋଗ୍ କହେଙ୍ଗେ, ଭଳି ସୁପରହିଟ୍ ସିରିଏଲର ଡାଇରେକ୍ଟର ଶେଷରେ ଠେଲାରେ ବିକିଲେ ପରିବା

‘Balika Vadhu’ Director Become Vegetable Vendors During this Crisis

ଆଜମଗଡ : ଘରେ ଘରଟେ ପ୍ରସିଦ୍ଧ ଟିଭି ସିରିଏଲ ‘ବାଳିକା ବଧୂ’ ର ଡାଇରେକ୍ଟର ଠେଲାରେ ବିକ୍ରି କରୁଛନ୍ତି ପରିବା, ‘ବାଳିକା ବଧୂ ଭଳି ଅନେକ ପ୍ରସିଦ୍ଧ ଟିଭି ସିରିଏଲ ଓ ଫିଲ୍ମର ନିର୍ଦେଶନା ଦେଇଥିବା ଡାଇରେକ୍ଟର ରାମବୃକ୍ଷ ଗୌଡ ଠେଲାରେ ପନିପରିବା ବିକୁଛନ୍ତି ।

ଉତ୍ତର ପ୍ରଦେଶରେ ଆଜମଗଡରେ ରହୁଥିବା ଡାଇରେକ୍ଟର ରାମବୃକ୍ଷ କଳାକାରଙ୍କୁ ନିଜ ଇସାରାରେ ନିର୍ଦେଶ ଦେଉଥିବା ଡାଇରେକ୍ଟ ଆଜି ନିଜେ ରାସ୍ତା କଡରେ ପରିବା ବିକିବା ପିନ ବାଧ୍ୟ ହୋଇଛନ୍ତି,ରାମବୃକ୍ଷଙ୍କ କହିବା ଅନୁସାରେ,ମୁମ୍ବାଇରେ ପିଲ୍ମର କାମ ବନ୍ଦ ହେବା ଯୋଗୁଁ ବାଧ୍ୟ ହୋଇ ପରିବା ବିକ୍ରି କରି ପେଟ ପୋଷୁଛନ୍ତି।

ଏବଂ ସେ କହିଛନ୍ତି ଯେ ଲକଡାଉନ ଯୋଗୁଁ ତାଙ୍କର ଜୀବନ ସମ୍ପୂର୍ଣ ବଦଳିଯାଇଛି,ବାଲିକାବଧୁ,କୁଛ ତୋ ଲୋଗ୍ କହେଙ୍ଗେ,ଭଳି ସୁପରହିଟ୍ ସିରିଏଲର ସହ 25 ଟି ସିରିଏଲର ନିର୍ଦେଶନା ଦେଇ ଛନ୍ତି ସେ ।

Leave a Reply

Your email address will not be published. Required fields are marked *