ବାସ୍ତୁ ଶାସ୍ତ୍ର ଅନୁସାରେ ସବୁଦିନ କରୁଥିବା ସ୍ତ୍ରୀ ମାନଙ୍କର ଏହି 5 ଟି ଭୁଲ କାରଣରୁ ଧନ ଲକ୍ଷ୍ମୀ ହୋଇଥାଆନ୍ତି ନିରାଶ ।
- ନିଜ ସ୍ୱାମୀର ସେବା ନ କରିବା
2. ଯେଉଁ ସ୍ତ୍ରୀ ନିଜ ସ୍ୱାମୀର ସେବା କରନ୍ତି ନାହିଁ ମାଆ ଲକ୍ଷ୍ମୀ ତାଙ୍କ ଘରେ କେବେ ରୁହନ୍ତି ନାହିଁ, ପୁରାଣ ଶାସ୍ତ୍ର ଅନୁସାରେ ମାଆ ଲକ୍ଷ୍ମୀ ନିଜେ ଶ୍ରୀ ହରୀ ଙ୍କର ସେବା କରିଥାଆନ୍ତି ।

3. ଯେଉଁ ସ୍ତ୍ରୀ ନିଜ ସ୍ୱାମୀ ସହ ସବୁଦିନ ଝଗଡା କରିଥାଆନ୍ତି ତାଙ୍କ ଘରେ ଲକ୍ଷ୍ମୀ କେବେ ରୁହନ୍ତି ନାହିଁ, ଯେଉଁଠାରେ ସବୁଦିନ ଝଗଡା ହୋଇଥାଏ ସେଠାରେ ନକରାତ୍ମକତା ପରିବେଶ ସୃଷ୍ଟି ହୋଇଥାଏ।
4. ଯେଉଁ ସ୍ତ୍ରୀ ନିଜ ସ୍ୱାମୀ ନାମର ସିନ୍ଦୁର କୁ ମାଆ ଲକ୍ଷ୍ମୀଙ୍କୁ ଅର୍ପଣ କରିଥାଆନ୍ତି ତାଙ୍କ ସ୍ୱାମୀର ଆୟୁ ତଥା ନାମ ମଧ୍ୟ ବଢିଥାଏ ।

5. ଯେଉଁ ସ୍ତ୍ରୀ ନିଜ ମଥା ରେ ନୁହଁ ବରଂ ସିନ୍ଦୁରକୁ କଣରେ ଓ ସିନ୍ଦୁରକୁ ଚୁଟିରେ ଲୁଚେଇଥାଆନ୍ତି ତେବେ ପୁରାଣ ଶାସ୍ତ୍ର ଅନୁସାରେ ବିଶ୍ୱାସ କରାଯାଏ ଯେ ତାଙ୍କ ସ୍ୱାମୀ ମଧ୍ୟ ସମାଜରେ ପ୍ରତିଷ୍ଠିତ ହୋଇପାରନ୍ତି ନାହିଁ।