ହିନ୍ଦୁ ଧର୍ମରେ କେତେକ ପଶୁ ପକ୍ଷୀ ଅଛନ୍ତି, ଯେଉଁମାନେ ଘରେ ଦେଖାଦେଲେ ଢ଼ଂବର ବର୍ଷା ହୋଇଥାଏ ବୋଲି ବିଶ୍ଵାସ କରାଯାଏ। ତେବେ ଆସନ୍ତୁ ଜାଣିବା ସେହି ପଶୁମାନଙ୍କ ବିଷୟରେ, ଯେଉଁମାନଙ୍କୁ ଦୀପାବଳି ପୂର୍ବରୁ ଘରେ ଦେଖିଲେ ଧନବାନ ହେବାର ସଙ୍କେତ ମିଳିଥାଏ।
ନେଉଳ ଘରକୁ ବାରମ୍ବାର ଆସିବା ଅର୍ଥ ଦୃଷ୍ଟି ରୁ ଏକ ଶୁଭ ସଙ୍କେତ ଧରାଯାଏ। ଧର୍ମଗ୍ରନ୍ଥ ଅନୁଯାୟୀ ନେଉଳକୁ କୁବେର ଦେବତାଙ୍କ ବାହାନ କୁହାଯାଏ।

ଗାଈ ଯଦି ଘରକୁ ବାରମ୍ବାର ଆସେ, ତେବେ ଏହା ସୁଖ ସମୃଦ୍ଧି ପାଇଁ ଶୁଭ ହୋଇଥାଏ। ଶାସ୍ତ୍ରରେ ଗାଈ କୁ ସବୁବେଳେ ପୂଜା କରାଯାଏ।

ଦୀପାବଳି ଦିନ ଯଦି ଘରେ ବିଲେଇ ଦେଖାଦିଏ, ତେବେ ଏହାକୁ ଶୁଭ ବିବେଚନା କରାଯାଏ। କୁହାଯାଏ କି ବିଲେଇ ର ଘରକୁ ପ୍ରବେଶ ହେବା ଅର୍ଥ ହେଉଛି ମାତା ଲକ୍ଷ୍ମୀ ଙ୍କ ଘରକୁ ଆଗମନ ହେବା।

ଧର୍ମ ଶାସ୍ତ୍ରର ମାନ୍ୟତା ଅନୁଯାୟୀ ଏହି ସବୁ ପଶୁଙ୍କୁ ଘରେ ଦେଖିବା ଶୁଭ ହୋଇଥାଏ।