ରୋମାନ୍ସ ବେଳେ ବାଲକୋନିରୁ ଖସି ପଡିଲେ ମହିଳା , ଥିଲେ ଉଲଗ୍ନ, ଆଉ ତାପରେ ଯାହା ହେଲା…

ସଂସ୍କାର: ପ୍ରେମୀଯୁଗଳ ହୁଅନ୍ତୁ ଅବା ବିବାହିତ ଦମ୍ପତି, ଏମାନେ ବେଳେବେଳେ ରୋମାନ୍ସ କରିବାରେ ଏତେ ବ୍ୟସ୍ତ ଥାଆନ୍ତି ଯେ, ସେମାନଙ୍କ ଆଖପାଖରେ କିମ୍ବା ସେମାନଙ୍କର ସହିତ କଣ ଘଟଣା ଘଟୁଛି ଜାଣିପାରନ୍ତି ନାହିଁ। ଯାହା ଫଳରେ ସେମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏପରିକି ସେମାନେ ନିଜ ଜୀବନକୁ ବାଜି ଲଗାଇ କେତେକ ଅନ୍ୟଵଶ୍ୟକ କାମ କରନ୍ତି। ଆପଣମାନେ ଜାଣିଥିବେ ଯେ, ଦମ୍ପତିମାନେ ଚଳନ୍ତା କାରରେ ଯୌନ ସମ୍ପର୍କ ରଖିବା କିମ୍ବା ଉଡ଼ାଣ ବିମାନରେ ଚୁମ୍ବନ କରିବାର ଅନେକ ଘଟଣା ଦେଖାଯାଇଛି। ତେବେ ଆଜିକାଲି ରୋମାନ୍ସକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ଦମ୍ପତି ନିଜ ଘରର ବାଲକୋନୀରେ ରୋମାନ୍ସ କରୁଥିଲେ। ଆଉ ରୋମାନ୍ସ କରିବା ସମୟରେ ମହିଳା ଜଣକ ତଳେ ଥିବା ଏକ କାର୍ ଉପରେ ପଡିଗଲେ। ଆଉ ତାପରେ…

ସୋସିଆଲ୍ ମିଡ଼ିଆରେ ଏକ ଭିଡ଼ିଓ ଖୁବ୍ ଭାଇରାଲ୍ ହେଉଛି। ଭାଇରାଲ୍ ହେଉଥିବା ଭିଡ଼ିଓରେ ଦେଖାଯାଇଛି ଯେ, ନିଜ ଘରର ବାଲକୋନୀରେ ଦମ୍ପତି ଉଲଗ୍ନ ହୋଇ ରୋମାନ୍ସ କରୁଥିଲେ। ଠିକ ସେହି ସମୟରେ ମହିଳାଙ୍କ ପାଦ ସ୍ଲିପ୍ କରିଗଲା ଆଉ ସେ ତଳେ ପଡିଗଲେ। ସେ ତଳେ ଥିବା ଏକ କାର୍ ଉପରେ କଚାଡି ହୋଇ ପଡିଲେ। ଫଳରେ କାରର ସମସ୍ତ କାଚ ଭାଙ୍ଗି ଥିବାବେଳେ, ମହିଳାଙ୍କର ଶରୀରରେ ଅଳ୍ପ ବହୁତ କ୍ଷତ ହୋଇଛି।

ମହିଳା ଜଣଙ୍କ ତଳେ ପଡ଼ିଯିବା ପରେ ତାଙ୍କ ପୁରୁଷ ସାଥୀ ସଂଗେ ସଂଗେ ତଳକୁ ଆସିଲେ। ଆଉ ଉଲଗ୍ନ ମହିଳାଙ୍କ ଉପରେ ବସ୍ତ୍ର ପକାଇ ଡାକ୍ତରଖାନାକୁ ନେଇଥିଲେ ଯେଉଁଠାରେ ମହିଳା ଚିକିତ୍ସିତ ହେଉଛନ୍ତି।

Leave a Reply

Your email address will not be published. Required fields are marked *