Veronica Luggya : ଷ୍ଟେଜ୍ ଉପରେ ଲାଇଭ୍ ସୋ ପ୍ରଦର୍ଶନ ସମୟରେ, ପ୍ରସିଦ୍ଧ ଗାୟିକା ଙ୍କ ସହିତ ଏଭଳି କିଛି ଘଟିଗଲା, ଯାହା ବିଷୟରେ କେହି ଭାବି ନଥିଲେ। ଆହୁରି ଅଧିକ ଚର୍ଚ୍ଚାର ବିଷୟ ହେଉଛି ଗାୟିକା ପ୍ରତିକ୍ରିୟାରେ କଣ କରିଛନ୍ତି। ଏହି ଘଟଣା ପରେ ସମଗ୍ର ସୋସିଆଲ ମିଡିଆ ବ୍ୟବହାରକାରୀ ମଧ୍ୟ ଗାୟିକା ଙ୍କୁ ବହୁତ ସମର୍ଥନ କରୁଛନ୍ତି।
ସର୍ବପ୍ରଥମେ, ଜାଣନ୍ତୁ ଉଗାଣ୍ଡାର ପ୍ରସିଦ୍ଧ ମହିଳା ଗାୟକ ଭେରୋନିକା ଲୁଗୟା (Veronica Luggya) ଭିଡିଓରେ ନଜର ଆସିଛନ୍ତି। ଯିଏ ଷ୍ଟେଜ୍ ଉପରେ ଲାଇଭ୍ ପ୍ରଦର୍ଶନ କରୁଛନ୍ତି।
ଏହି ସମୟରେ ଜଣେ ବ୍ୟକ୍ତି ମଞ୍ଚ ଆଡକୁ ଗଲେ ଏବଂ ଗାୟିକା ଙ୍କ ସହ ଅସଦାଚରଣ ବା ପ୍ରାଇଭେଟ୍ ପାର୍ଟ କୁ ଛୁଇଁବାକୁ ଚେଷ୍ଟା କଲେ। ଭିଡିଓରେ ଏହା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେଉଛି । କିନ୍ତୁ ତା’ପରେ ଭେରୋନିକା କ୍ରୋଧିତ ହୁଅନ୍ତି ଏବଂ ସେ ତାଙ୍କୁ ଥରେ ନୁହେଁ ବରଂ ଦୁଇଥର ଠିଆ ନାତ ପକୋଉଥିବାର ଦୃଶ୍ୟମାନ ହେଉଛି । ଏହି ସମୟରେ, ଭେରୋନିକା ମଧ୍ୟ ଗୀତ ଗାଇବା ବନ୍ଦ କରି ନାହାନ୍ତି।
ଭିଡିଓ ଦେଖିବା ପାଇଁ ଏଠାରେ କ୍ଲିକ କରନ୍ତୁ
ଏହି 9 ସେକେଣ୍ଡ୍ ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରଛନ୍ତି । ସେମାନେ ଗାୟକଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି ଏବଂ କହିଛନ୍ତି ଯେ ସେ ଏହି ବଦମାସ୍ କୁ ସଠିକ୍ ଶିକ୍ଷା ଦେଇଛନ୍ତି।