ଆପଣଙ୍କର ଗାର୍ଲଫ୍ରେଣ୍ଡ ସହିତ ଭେଟ କରିବା ପୂର୍ବରୁ ଆପଣାନ୍ତୁ ଏହି ୩ଟି ଉପାୟ, ଦେଖିବେ ସେ ହୋଇଯିବ.

ସଂସ୍କାର : ରିଲେସନଶିପ ବିଶେଷଜ୍ଞଙ୍କ ମତ ଅନୁଯାୟୀ ପୁଅମାନେ ଝିଅମାନଙ୍କୁ ଇଂପ୍ରେସ କରିବା ପାଇଁ ଜିମ ଯାଇ ବଡ଼ି ବନାଇବା ଆରମ୍ଭ କରିଦେଇଥାନ୍ତି। ମାତ୍ର କେତେକାଂଶରେ ଏହା ସମ୍ଭବ ହୋଇପାରେ। କିନ୍ତୁ ସବୁବେଳେ ଏହି ଉପାୟ କାମ କରେ ନାହିଁ। ଏପରି ଅନେକ ଜିନିଷ ଅଛି , ଯାହା ପ୍ରତି ଧ୍ୟାନ ଦେଇ ଜଣେ ଝିଅ ଅନ୍ୟ ଏକ ପୁଅକୁ ନିଜର ମନ ଦେଇଥାଏ। ତେବେ ଆଜିର ଏହି ପୋଷ୍ଟରେ ଆମେ ଉଲେଖ୍ୟ କରିଛୁ ଯେ, କିପରି ଆପଣ ନିଜର ଝିଅସାଙ୍ଗକୁ ଖୁସ୍ କରିପାରିବେ।

୧) ରିଲେସନସିପ୍ ଟିପ୍ସ ଏକ୍ସପର୍ଟଙ୍କ ଅନୁଯାୟୀ, ଯେକୌଣସି ଝିଅ , ଗୋଟିଏ ପୁଅ ସହିତ ପ୍ରଥମ ଦେଖାରେ ଧ୍ୟାନ ଦିଅନ୍ତି ଯେ , ଯେଉଁ ପୁଅଟି ତାହା ସମ୍ମୁଖରେ ଠିଆ ହୋଇଛି ତାର ଡ୍ରେସିଂ ସେନ୍ସ କିପରି ଅଛି। ଡ୍ରେସିଂ ସେନ୍ସ ର ଅର୍ଥ ଏହା ଯେ, ମହଙ୍ଗା କିମ୍ବା ବ୍ରାଣ୍ଡେଡ୍ ପୋଷାକ ପିନ୍ଧିବା ନୁହେଁ ବରଂ ପୋଷାକ ଯାହା ଆପଣଙ୍କ ଶରୀରରେ ସଫା ରହିବା ସଂଗେ ସଂଗେ ଏବଂ ଫିଟ୍ ମଧ୍ୟ ରହିଥାଏ। ଏଥିରେ ଆପଣଙ୍କର ଜୋତା ମଧ୍ୟ ଅନ୍ତର୍ଭୁକ୍ତ। ସଠିକ୍ ପରିଧାନ ହୋଇଥିବା ପୋଷାକ ଓ ଜୋତା ଝିଅଙ୍କ ମନ ସହିତ ଆପଣଙ୍କର ମନକୁ ଯୋଡିଥାଏ। ତେଣୁ, ଯେତେବେଳେ ଆପଣ ପ୍ରଥମ ଥର ପାଇଁ କୌଣସି ଏକ ଝିଅକୁ ଭେଟିବାକୁ ଯାଅ ତେବେ, ଆପଣଙ୍କର ପୋଷାକ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

୨) ପ୍ରତ୍ୟେକ ଝିଅ ବା ଯୁବତୀମାନେ ପୁଅମାନଙ୍କୁ ପସନ୍ଦ କରନ୍ତି ଯେଉଁମାନେକି ତାଙ୍କ ସମ୍ମୁଖରେ ସଫା ଏବଂ ପରିଷ୍କାର ରୁହନ୍ତି। ତେଣୁ ଯେତେବେଳେ ବି ଆପଣ କୌଣସି ଝିଅକୁ ଭେଟିବାକୁ ଯିବେ, ତେବେ ବିଶେଷ ଧ୍ୟାନ ଦେବେ ଯେ ଆପଣ ସ୍ନାନ କରିକି ଏବଂ କେଶ ସୁନ୍ଦର ଭାବରେ କୁଣ୍ଡାଇ ଯିବେ। ଧ୍ୟାନ ରଖିବେ ଝିଅ ସମ୍ନାରେ ଆପଣଙ୍କ ପାଟିରୁ କୌଣସି ଦୁର୍ଗନ୍ଧ ଆସିବା ଉଚିତ ନୁହେଁ।

୩) ପ୍ରତ୍ୟେକ ଝିଅ ଚାହାଁନ୍ତି ଯେ ତାଙ୍କ ସାଥୀ ଏପରି ହେବା ଉଚିତ୍, ଯିଏ ତାଙ୍କ କଥା ଧ୍ୟାନର ସହ ଶୁଣୁଥିବ ଏବଂ ଏହାକୁ ପୂରଣ କରିବାକୁ ଚେଷ୍ଟା କରୁଥିବ। ତେଣୁ ଯେତେବେଳେ ବି ଆପଣ କୌଣସି ଝିଅକୁ ଭେଟିବାକୁ ଯାଆନ୍ତି, ତା ସହିତ କମ୍ କଥା ହୁଅନ୍ତୁ ଏବଂ ତାଙ୍କ କଥା ଅଧିକ ଶୁଣିବାକୁ ଚେଷ୍ଟା କରନ୍ତୁ। ଦେଖିବେ ଏହା କରିବା ଦ୍ୱାରା ଝିଅଟି ପୁନର୍ବାର ଆପଣଙ୍କ ସହିତ ଭେଟିବାକୁ ଉତ୍ସାହିତ ହେବ।

Leave a Reply

Your email address will not be published. Required fields are marked *