ଆପଣ ଜାଣନ୍ତି କି ଶାସ୍ତ୍ରରେ କୁକୁରକୁ ଯମ ର ଦୂତ ଭାବରେ ବିବେଚନା କରାଯାଏ? ତେବେ ଆସନ୍ତୁ ଜାଣିବା ଏହାର ରହସ୍ୟ…

ଶାସ୍ତ୍ର ଅନୁଯାୟୀ, ପ୍ରାୟତ ଶୁଣାଯାଏ ଯେ ପଶୁ ଏବଂ ପକ୍ଷୀମାନଙ୍କର ଷଷ୍ଠ ଇନ୍ଦ୍ରୀୟ ଅଛି। କିଛି ପ୍ରାଣୀ ଅଛନ୍ତି ଯେଉଁମାନଙ୍କ କିଛି ନା କିଛି କାର୍ଯ୍ୟକଳାପ ରୁ ଜଣେ ବ୍ୟକ୍ତିଙ୍କୁ ଆଗାମୀ ସମୟ ବିଷୟରେ ଜାଣିବାରେ ସାହାଯ୍ୟ ମିଳିଥାଏ। ସେହିଭଳି ଶାସ୍ତ୍ରରେ …

ଆପଣ ଜାଣନ୍ତି କି ଶାସ୍ତ୍ରରେ କୁକୁରକୁ ଯମ ର ଦୂତ ଭାବରେ ବିବେଚନା କରାଯାଏ? ତେବେ ଆସନ୍ତୁ ଜାଣିବା ଏହାର ରହସ୍ୟ… Read More

ଦୀପାବଳି ଦିନ ଭୁଲରେ ବି ଏହି ଦିଗରେ ଜଳାନ୍ତୁ ନାହିଁ ଦୀପ। ନହେଲେ ଦେବୀ ଲକ୍ଷ୍ମୀ କରିବେ କୋପ, ଭୋଗିବେ ଆର୍ଥିକ ସମସ୍ୟା…

କ୍ୟାଲେଣ୍ଡର ଅନୁଯାୟୀ, କାର୍ତ୍ତିକ ମାସର ଅମାବାସ୍ୟାରେ ଦୀପାବଳି ପ୍ରତିବର୍ଷ ପାଳନ କରାଯାଏ । ଦୀପାବଳି ହେଉଛି ଆଲୋକର ପର୍ବ ଏବଂ ଦୀପାବଳି ଦିନ ସମସ୍ତେ ଦୀପ ଜାଳନ୍ତି । ପୁରାଣ ଅନୁଯାୟୀ, ଯେତେବେଳେ ରାମ ରାବଣଙ୍କୁ ହତ୍ୟା କରିବା ପରେ ଅଯୋଧ୍ୟାକୁ …

ଦୀପାବଳି ଦିନ ଭୁଲରେ ବି ଏହି ଦିଗରେ ଜଳାନ୍ତୁ ନାହିଁ ଦୀପ। ନହେଲେ ଦେବୀ ଲକ୍ଷ୍ମୀ କରିବେ କୋପ, ଭୋଗିବେ ଆର୍ଥିକ ସମସ୍ୟା… Read More

ବିଜୟା ଦଶମୀରେ ମା ଦୁର୍ଗା ଖୋଲିବେ ଏହି ୫ଟି ରାଶିର ଭାଗ୍ୟ, ଆରମ୍ଭ ହେବ ଭଲ ଦିନ, ହେବେ ଲାଭବାନ

ପ୍ରାୟ ୩୦ବର୍ଷ ପରେ ଏଥର ଦଶହରାରେ ସୃଷ୍ଟି ହେବାକୁ ଯାଉଛି ଏକ ବିରଳ ଯୋଗ। ପାଳିତ ହେବ ଦଶହରା ବା ବିଜୟା ଦଶମୀ। ଏହି ପର୍ବ ଟିକୁ ସାଧାରଣତଃ ଅଧର୍ମ ଉପରେ ଧର୍ମର ଜୟ ଭାବେ ପାଳନ କରାଯାଇଥାଏ। ଯେଉଁ ଦିନ …

ବିଜୟା ଦଶମୀରେ ମା ଦୁର୍ଗା ଖୋଲିବେ ଏହି ୫ଟି ରାଶିର ଭାଗ୍ୟ, ଆରମ୍ଭ ହେବ ଭଲ ଦିନ, ହେବେ ଲାଭବାନ Read More

ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ, ଏହି ୮ଟି ରାଶିର ଖୋଲିବ ଭାଗ୍ୟ। ତେବେ ଆସନ୍ତୁ ଜାଣିବା ପରାଗ ସମୟ…

ଗ୍ରହଣ ପ୍ରକ୍ରିୟା ବୈଜ୍ଞାନିକ କାରଣ ହେଲେ ମଧ୍ୟ ଗ୍ରହଣ ଓ ପରାଗ ମଧ୍ୟରେ ଜ୍ୟୋତିଷ ଶାସ୍ତ୍ର ମଧ୍ୟ ଜଡ଼ିତ ହୋଇ ରହିଥାଏ। ଗ୍ରହଣ ଓ ପରାଗରେ ଜ୍ୟୋତିଷ ପ୍ରଭାବ ମଧ୍ୟ ରହିଥାଏ। ବର୍ଷ ୨୦୨୩ ରେ ୪ ଟି ଗ୍ରହଣ ଲାଗିବ। …

ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ, ଏହି ୮ଟି ରାଶିର ଖୋଲିବ ଭାଗ୍ୟ। ତେବେ ଆସନ୍ତୁ ଜାଣିବା ପରାଗ ସମୟ… Read More

ଘରର ଦକ୍ଷିଣ ଦିଗରେ ଯଦି ଏହିସବୁ ଜିନିଷ ରଖୁଛନ୍ତି, ତେବେ ତୁରନ୍ତ ସେଗୁଡିକୁ ବାହାର କର।

ବାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗକୁ ପିତୃପୁରୁଷଙ୍କ ଦିଗ କୁହାଯାଏ ଏବଂ ଏଠାରେ ଏପରି ଜିନିଷ ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ଉପରେ ପିତୃଦୋଷ ଲାଗିପାରେ । ବାସ୍ତୁ ଅନୁସାରେ ଦକ୍ଷିଣ ଦିଗର ଉପାଦାନ ହେଉଛି ଅଗ୍ନି ଏବଂ ଅଗ୍ନିର ସୂଚକ ହେଉଛି …

ଘରର ଦକ୍ଷିଣ ଦିଗରେ ଯଦି ଏହିସବୁ ଜିନିଷ ରଖୁଛନ୍ତି, ତେବେ ତୁରନ୍ତ ସେଗୁଡିକୁ ବାହାର କର। Read More

ନୂଆ ଭୂମି କ୍ରୟ ବା ଗୃହ ପ୍ରବେଶ କରୁଥିଲେ, ଏହିସବୁ ସଙ୍କେତ ଦେଖି ଜାଣନ୍ତୁ ଏହା ଶୁଭ ନା ଅଶୁଭ !

ବାସ୍ତୁଶାସ୍ତ୍ର ଏକ ପ୍ରାଚୀନ ଶାସ୍ତ୍ର ଯେଉଁ ଶାସ୍ତ୍ରର ଆଧାରରେ ଗୃହ ନିର୍ମାଣ କଲେ ଶୁଭ ଫଲ ମିଳିଥାଏ । ଏହି ଶାସ୍ତ୍ରରେ ଯେଉଁ ନିୟମମାନ ରହିଛି ତାହାକୁ ଅନୁକରଣ କଲେ ଆମ ଘରେ ଆଲୋକ, ବାୟୁ ଚଳା ଚଳ ସଠିକ ହେବା …

ନୂଆ ଭୂମି କ୍ରୟ ବା ଗୃହ ପ୍ରବେଶ କରୁଥିଲେ, ଏହିସବୁ ସଙ୍କେତ ଦେଖି ଜାଣନ୍ତୁ ଏହା ଶୁଭ ନା ଅଶୁଭ ! Read More

ଆଜି ହେଉଛି ଶ୍ରାବଣ ମାସର ଦ୍ବିତୀୟ ସୋମବାର, ତା’ସହିତ କର୍କଟ ସଂକ୍ରାନ୍ତି ଏବଂ ଚିତାଲାଗି ଅମାବାସ୍ୟା : ଏହି ୬ ଟି ରାଶିର ହେବ ଭାଗ୍ୟଦୋୟ, ମିଳିବ ସମସ୍ତ କାର୍ଯ୍ୟ ରେ ସଫଳତା…

ସୂର୍ଯ୍ୟ କର୍କଟ ରାଶିରେ କରିବେ ପ୍ରବେଶ : ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କଲେ କର୍କଟ ସଂକ୍ରାନ୍ତି ହୋଇଥାଏ। ସୂର୍ଯ୍ୟ କର୍କଟ ରାଶିରେ ଗୋଚର କରିବାକୁ ଶୁଭ କୁହାଯାଇଥାଏ। କାହିଁକି ନା ଏହାଦ୍ୱାରା ଦକ୍ଷିଣାୟନ ସୂର୍ଯ୍ୟଙ୍କ ଗତିର ଆରମ୍ଭ ହୋଇଥାଏ। ତେବେ …

ଆଜି ହେଉଛି ଶ୍ରାବଣ ମାସର ଦ୍ବିତୀୟ ସୋମବାର, ତା’ସହିତ କର୍କଟ ସଂକ୍ରାନ୍ତି ଏବଂ ଚିତାଲାଗି ଅମାବାସ୍ୟା : ଏହି ୬ ଟି ରାଶିର ହେବ ଭାଗ୍ୟଦୋୟ, ମିଳିବ ସମସ୍ତ କାର୍ଯ୍ୟ ରେ ସଫଳତା… Read More

ଆଜିର ରାଶିଫଳ : ମଙ୍ଗଳବାର , ୫ ଅପ୍ରେଲ୍ ୨୦୨୨, ଜାଣନ୍ତୁ କଣ କହୁଛି ଆପଣଙ୍କର ରାଶି ନକ୍ଷତ୍ର…

ମେଷ : ଶ୍ରମର ମୂଲ୍ୟାଙ୍କନ ହୋଇପାରେ। କ୍ରୋଧର ସ୍ଫୁଲିଙ୍ଗଠାରୁ ଦୂରେଇ ରହିବାକୁ ପଡ଼ିବ। ଯାନବାହନ ସୁଖ ମିଳିବ। କୃଷିଜାତ ଦ୍ରବ୍ୟରୁ ଲାଭବାନ୍‌ ହେବେ। ଗୃହ ପରିବେଶ ବାସ ଉପଯୋଗୀ ହେବ। ବୃଷ : ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। …

ଆଜିର ରାଶିଫଳ : ମଙ୍ଗଳବାର , ୫ ଅପ୍ରେଲ୍ ୨୦୨୨, ଜାଣନ୍ତୁ କଣ କହୁଛି ଆପଣଙ୍କର ରାଶି ନକ୍ଷତ୍ର… Read More

ଆଜିର ରାଶିଫଳ, ୪ ଅପ୍ରେଲ ୨୦୨୨

ମେଷ: ଆପଣଙ୍କ ସଫଳତା ରାସ୍ତାରେ କାହାରିକୁ ଆସିବାକୁ ଦିଅନ୍ତୁ ନାହିଁ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଛାତ୍ରଙ୍କୁ କ୍ୟାରିୟରରେ ବଡ଼ ସଫଳତା ମିଳିବ। କୋର୍ଟ-କଚେରୀ ବିଷୟରେ ନ ପଡ଼ିବାପାଇଁ ଉପଦେଶ। ମଧ୍ୟାହ୍ନ ପରେ ଆପଣ ଭଲ ଅନୁଭବ କରିବେ। …

ଆଜିର ରାଶିଫଳ, ୪ ଅପ୍ରେଲ ୨୦୨୨ Read More

ଆଜିର ରାଶିଫଳ : ଜାଣନ୍ତୁ ୨ ଏପ୍ରିଲ ୨୦୨୨ରେ କଣ କହୁଛି , ଆପଣଙ୍କର ରାଶି ନକ୍ଷତ୍ର…

ମେଷ : କୌଣସି ଆର୍ଥିକ ଯୋଜନାକୁ ଲାଗୁ କରିବା ପାଇଁ ଆଜି ଭଲ ଦିନଅଟେ। ଶାରୀରିକ ଏବଂ ମାନସିକ ଫୁର୍ତ୍ତି ଏବଂ ତାଜା ଅନୁଭବ କରିବେ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ତରଫରୁ ଉପହାର ମିଳିବ। ପାରିବାରିକ ଜୀବନ ସୁଖମୟ ରହିବ। ହଜିଯାଇଥିବା କୌଣସି …

ଆଜିର ରାଶିଫଳ : ଜାଣନ୍ତୁ ୨ ଏପ୍ରିଲ ୨୦୨୨ରେ କଣ କହୁଛି , ଆପଣଙ୍କର ରାଶି ନକ୍ଷତ୍ର… Read More