ଯଦି ମୋତେ ମୋ ବୟଫ୍ରେଣ୍ଡ ତାଙ୍କ ଆଉ ମୋ ବେଷ୍ଟଫ୍ରେଣ୍ଡ ବିଷୟରେ ବାଛିବାକୁ କହିବେ, ମୁଁ ମୋର ବେଷ୍ଟଫ୍ରେଣ୍ଡକୁ ବାଛିବି, ଦେଖନ୍ତୁ ଭିଡ଼ିଓ

ସଂସ୍କାର: ଜଣେ ଝିଅ ଆଉ ଅନ୍ୟଜଣେ ପୁଅ ମଧ୍ୟରେ ଭଲ ପାଇବା ଆରମ୍ଭ ହୋଇଥାଏ ଫ୍ରେଣ୍ଡସିପରୁ। ପ୍ରଥମେ ଫ୍ରେଣ୍ଡସିପ୍ ଆଉ ତାପରେ କଥା କଥାରେ କେତେବେଳେ ଯେ ପ୍ରେମିଯୁଗଳରେ ପରିବର୍ତ୍ତନ ହୋଇ ଯାଆନ୍ତି ତାହା ଜଣାପଡେନାହିଁ। ଆଉ ପରବର୍ତ୍ତୀ ସମୟରେ କଥା ଆହୁରି ଆଗକୁ ବଢି ଯାଇଥାଏ।

କୁହାଯାଏ ଭଲ ପାଇବା ପୂର୍ବରୁ ପୁଅ ଝିଅ ବେଷ୍ଟଫ୍ରେଣ୍ଡ ହେବା ନିହାତି ଆବଶ୍ୟକ। କିନ୍ତୁ ଆଜି ଆମେ ଯେଉଁ ଯୁବକ ଆଉ ଯୁବତୀଙ୍କ ବିଷୟରେ କହିବାକୁ ଯାଉଛୁ, ସେମାନେ ଏତେ ନିକଟତର ହୋଇବି ଦୁହେଁ ଦୁହିଁଙ୍କୁ ବେଷ୍ଟଫ୍ରେଣ୍ଡ ହିସାବରେ ହିଁ ଦେଖିଛନ୍ତି। ଲଭ୍ କଣ ସେ ବିଷୟରେ ଏମାନେ ଜାଣି ନାହାଁନ୍ତି। ସେମାନେ ଦୁହେଁ ଦୁହିଁଙ୍କୁ ଭଲ ତ ପାଆନ୍ତି, କିନ୍ତୁ ସାଙ୍ଗ ହିସାବରେ।

ନିକଟରେ ରାଜ୍ୟର ଏକ ଗଣମାଧ୍ୟମ ସେମାନଙ୍କର ଇଣ୍ଟରଭ୍ୟୁ ନେଇଛି। ଆଉ ଏହି ଇଣ୍ଟରଭ୍ୟୁରେ ସେମାନେ କିପରି ଉଭୟଙ୍କୁ ଜାଣିଲେ ଆଉ ପରବର୍ତ୍ତୀ ସମୟରେ ବେଷ୍ଟଫ୍ରେଣ୍ଡ ହେଲେ ସେହି ବିଷୟରେ କହିଛନ୍ତି। ତେବେ ଏହି ଯୁବକ ଜଣଙ୍କ ନାମ ହେଲା ଭବୁ, ଆଉ ଏହି ଯୁବତୀଙ୍କ ନାମ ହେଲା ମାମା। ତେବେ ଉଭୟ ଭିଡ଼ିଓ କ୍ରିଏଟର୍ ବୋଲି ଜଣାପଡିଛି।

ଦେଖନ୍ତୁ ଭିଡ଼ିଓ:

Leave a Reply

Your email address will not be published. Required fields are marked *