ଭାରତୀୟ ସେନା 89 ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଛି। ସେନା ଏହାର ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ସ୍ମାର୍ଟଫୋନରୁ ନିଷେଧାଦେଶରେ ଅନ୍ତର୍ଭୁକ୍ତ ସମସ୍ତ ଆପକୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛି। ଫେସବୁକ୍, ଟିକେଟ୍ ଲକ୍, ଟ୍ରୁକାଲର୍, ଇନଷ୍ଟାଗ୍ରାମ, ୟୁସି ବ୍ରାଉଜର, PUBG ଇତ୍ୟାଦି ସହିତ ମେସେଜିଂ ପ୍ଲାଟଫର୍ମ, ୱେବ୍ ବ୍ରାଉଜର, ବିଷୟବସ୍ତୁ ଅଂଶୀଦାର, ଖେଳ ଇତ୍ୟାଦିରେ ସେନା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସୂଚନାନୁସାରେ, ଏହି କାର୍ଯ୍ୟକାରି ପଛରେ ସୂଚନା ଲିକ୍ ହେବାର ଆଶଙ୍କା ରହିଛି।

ସେନା ମେସେଜିଂ,ଭିଡିଓ ହୋଷ୍ଟିଂ,ୱେବ୍ ବ୍ରାଉଜର,ଭିଡିଓ ଏବଂ ଲାଇଭ୍ ଷ୍ଟ୍ରିମିଂ,ୟୁଟିଲିଟି ଆପ୍ଏ,ଗେମିଂ ଆପ୍,ଡେଟିଂ ଆପ୍,ଆଣ୍ଟି ଭାଇରସ୍ଆ,ଏବଂ ଇ କମର୍ସ ଭଳି ଅନେକ ଆପ୍ସ ଉପରେ ପ୍ରତିବନ୍ଧକ ଲଗାଇଲା ।
ୱି ଚାଟ୍, କ୍ୟୁ କ୍ୟୁ, କିକ୍, ଆଓ ୱୋ, ନିମ୍ବଜ୍, ହେଲୋ, କ୍ୟୁ ଜୋନ୍, ସେୟାର ଚାଟ୍, ଭାଇବାର,ଲାଇନ, ଆଇଏମଓ,ଏଭଳି ଅନେକ ଆପ୍ସ ମଧ୍ୟ ସାମିଲ ଯେପରି ଟିକ୍-ଟକ୍,ଲାଇକି,ସାମୋସା, କ୍ୱାଲି,ୱେବ୍ ବ୍ରାଉଜର: UC ବ୍ରାଉଜର, UC ବ୍ରାଉଜର ମିନି,ବିଗୋ ଲାଇଭ୍,ଲାଇଭ୍, ଭିଗୋ ଭିଡିଓ,କ୍ୟାମ ସ୍କାନର୍, ବିୟୁଟି ପ୍ଲସ୍, ଟ୍ରୁ କଲର୍,ପବ୍ଜି, ନୋନୋ ଲାଇଭ୍, କ୍ଲାସ୍ ଅଫ୍ କିଙ୍ଗସ୍,ଅଲି ଏକ୍ସପ୍ରେସ, କ୍ଲବ ଫେକ୍ଟୋରୀ, ଗିଅର ବେଷ୍ଟ, ଚାଇନା ବ୍ରାଣ୍ଡ, ବାଙ୍ଗ ଗୁଡ୍, ମିନିନ୍ ଦି ବକ୍ସ,DHH ଗେଟ୍,ଏରିକ୍ ଡେସ୍କ, ଜଫୁଲ୍, ଟିବିଡ୍ରେସ୍, ମୋଡିଲିଟି, ରୋଜଗଲ୍, ଶେନ୍, ରୋମଭି,ଟେଣ୍ଡର୍,ଟ୍ରୁଲି ମ୍ୟାଡଲି, ହେପେନ୍,ଆଇଲ୍, କଫି ମିଟ୍ ବ୍ୟାଜ୍ ଏଲ , ୱୋ, ଓକେ କପିଡ୍, ହିଙ୍ଗ, କାଉଚ୍ ସପିଙ୍ଗ,ଆଣ୍ଟି ଭାଇରସ୍: 360 ଭଳି ଅନେକ ଆପ୍ସ ମଧ୍ୟ ଅନ୍ତର୍ଭୁକ୍ତ,ସେନାର ସୁରକ୍ଷ୍ୟା କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି ବୋଲି ଜଣାପଡିଛି ।