ସଂସ୍କାର : ଆଜି ଆମେ ଆପଣଙ୍କୁ ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ତାଙ୍କ ଶିକ୍ଷକତା ବୃତ୍ତି ଛାଡି ଏପରି କାର୍ଯ୍ୟ କରିବା ଆରମ୍ଭ କରିଥିଲେ, ଯାହା ସାଧାରଣ ସମାଜରେ ଭଲ ବୋଲି ବିବେଚନା କରାଯାଏ ନାହିଁ। କୌଣସି ପ୍ରକାରେ ମହିଳା ଜଣକ ଏକ ନିଜର ଦେହକୁ ବିକ୍ରି କରିବା ବ୍ୟବସାୟ ଆରମ୍ଭ କରିଥିଲେ। ଦେହ ବ୍ୟବସାୟରେ ଭଲ ରୋଜଗାର ହେତୁ ମହିଳା ଜଣକ ନିଜର ଶିକ୍ଷକତା ଛାଡି ଆରମ୍ଭ କଲେ ଏହି ଖରାପ ବ୍ୟବସୟ। ଯେତେବେଳେ ସ୍ୱାମୀ ଏ ବିଷୟରେ ଜାଣିଲେ, ସେ ନିଜ ସ୍ତ୍ରୀଙ୍କୁ ଆଶ୍ଚର୍ଯ୍ୟଜନକ ଶାସ୍ତୀ ଦେଲେ।
ଡେଲି ଷ୍ଟାରର ଖବର ଅନୁଯାୟୀ ଡି ସାଇରେନ୍ ନାମକ ଜଣେ ମହିଳା ପିଲାମାନଙ୍କୁ ଶିକ୍ଷା ଦେଉଥିଲେ।ପରବର୍ତ୍ତୀ ସମୟରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ବୃତ୍ତିରେ ଅଧିକ ଟଙ୍କା ନାହିଁ। ଏହି କାରଣରୁ ସେ ନିଜ କାମରେ ଖୁସି ନଥିଲେ। ଏହା ପରେ, ସେ ଭଲ ରୋଜଗାର କରିବା ପାଇଁ ନିଜ କ୍ୟାରିୟରରେ ପରିବର୍ତ୍ତନ ଆଣିବା ପାଇଁ ଏକ ବଡ ନିଷ୍ପତ୍ତି ନେଇଥିଲେ। ତା’ପରେ ସେ ଶିକ୍ଷକତାରୁ ଆଡଲଟ୍ ମଡେଲ ହୋଇଥିଲେ। ଆଉ ଏହା ପରେ ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କଲେ।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯେତେବେଳେ ମହିଳାଙ୍କ ସ୍ୱାମୀ ଏହି ବିଷୟରେ ଜାଣିଲେ, ସେତେବେଳେ ସେ ଆଦୌ କ୍ରୋଧିତ ହୋଇନଥିଲେ। ବରଂ ସ୍ୱାମୀ ମଧ୍ୟ ଏଥିପାଇଁ ମହିଳାଙ୍କୁ ସମର୍ଥନ କରିଥିଲେ। ଏହି ମହିଳା ବର୍ତ୍ତମାନ ପର୍ଣ୍ଣ ମଡେଲିଂ କରି ଅଧିକ ଟଙ୍କା ରୋଜଗାର କରୁଛନ୍ତି। ମହିଳା ଜଣକ କହିଥିଲେ ଯେ ଭଲ ରୋଜଗାର ହେତୁ ସେ ନିଜ କ୍ୟାରିୟରରେ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି।
ମହିଳା ଜଣକ କହିଛନ୍ତି ଯେ ସେ ଗୋଟିଏ ବର୍ଷରେ ଯେତିକି ରୋଜଗାର କରିପାରୁ ନ ଥିଲେ, ସେ ମାତ୍ର ୨ ମାସରେ ପର୍ଣ୍ଣ ମଡେଲିଂ ତାହାଠାରୁ ଅଧିକ ରୋଜଗାର କରନ୍ତି। ଆଉ ତାଙ୍କ କାମରେ ମଧ୍ୟ ତାଙ୍କ ସ୍ୱାମୀ ଖୁସି ଅଛନ୍ତି। ଯଦିଓ ଏହା ଅନ୍ୟମାନଙ୍କ ପାଇଁ ଏକ ସମ୍ମାନଜନକ କାର୍ଯ୍ୟ ହୋଇନପାରେ, କିନ୍ତୁ ତାଙ୍କ ସ୍ୱାମୀ ଏଥିରେ ବହୁତ ଖୁସି ଅଛନ୍ତି। ସେ ଘରେ ପର୍ଣ୍ଣ ସାଇଟ ପାଇଁ ସମସ୍ତ ଭିଡ଼ିଓ ସୁଟିଂ କରନ୍ତି। ଏହି କାମ କରିବା ଦ୍ୱାରା ସେ ନିଜ ପରିବାରକୁ ମଧ୍ୟ ପୂର୍ଣ୍ଣ ସମୟ ଦେବାରେ ସକ୍ଷମ ହେଉଛନ୍ତି। ସେ ପୂର୍ବ ତୁଳନାରେ ବର୍ତ୍ତମାନ ବହୁତ ଆରାମଦାୟକ ଅନୁଭବ କରୁଛନ୍ତି ବୋଲି କହିଛନ୍ତି।