ବିବାହ ପାଇଁ ପୁଅର ବୟସ ଅଧିକ ହେବା ଦରକାର ନା ଝିଅର ବୟସ କେବେ ଭାବିଛନ୍ତି କି?

ଆଟଲାଣ୍ଟ ୟୁନିଭେର୍ସିଟି ର ରିସର୍ଚ୍ଚ ରୁ ଜଣାପଡିଛି ଯେ ବିବାହ ପାଇଁ ପୁଅ ଏବଂ ଝିଅ ମଧ୍ୟରେ 5 ବର୍ଷ ବୟସ ପାର୍ଥକ୍ୟ ରହିବା ଆବଶ୍ୟକ।

ରିସର୍ଚ୍ଚ ଅନୁଯାୟୀ ଯେଉଁ ଦମ୍ପନ୍ତି ଙ୍କ ମଧ୍ୟରେ ବୟସ ପାର୍ଥକ୍ୟ 5 ବର୍ଷ ଥାଏ, ତେବେ ସେମାନଙ୍କ ମଧ୍ୟରେ ଛାଡପତ୍ର ହେବାର ସମ୍ଭାବନା ୧୮% ଥାଏ। କିନ୍ତୁ ଯଦି ଏଜ ଗେପ ୧୦ ବର୍ଷ ହୋଇଥାଏ, Send ଛଡପତ୍ର ହେବାର ସମ୍ଭାବନା ୩୯% ରହିଥାଏ। ଯେଉଁ ଦମ୍ପନ୍ତି ଙ୍କ ମଧ୍ୟରେ ବୟସ ର ପାର୍ଥକ୍ୟ ଯେତେ ଅଧିକ ସେମାନଙ୍କ ମଧ୍ୟରେ ଛାଡପତ୍ର ହେବାର ସମ୍ଭାବନା ସେତେ ଅଧିକ ରହିଥାଏ।

ବିବାହ ର ବୟସ କୁ ନେଇ ଏକ୍ସପର୍ଟ ବାୟୋଲଜିକାଲ ମତ ଦେଇଛନ୍ତି। ସେମାନଙ୍କ ମତ ଅନୁଯାୟୀ ପୁଅ ଏବଂ ଝିଅ ଙ୍କ ମଚୁରୀଟି ଲେବେଲ ରେ ପାର୍ଥକ୍ୟ ଥାଏ।

ଝିଅମାନେ ୧୨-୧୪ ବୟସ ମଧ୍ୟରେ ଯୌବନ ଅବସ୍ଥାରେ ପହଂଚିଥାନ୍ତି। ମାତ୍ର ପୁଅମାନେ ଯୌବନ ଅବସ୍ଥାରେ ପହଂଚିବା ପାଇଁ ୧୪-୧୭ ନିଅନ୍ତି।

ବିବାହ ପାଇଁ ଉଭୟ ପୁଅ ଏବଂ ଝିଅ ମେଚୁର ହେବା ଆବଶ୍ୟକ। ସେଥିପାଇଁ ପୁଅର ବୟସ ଝିଅର ବୟସରୁ ଅଧିକ ହେବା ଆବଶ୍ୟକ।

ଗୋଟିଏ ବୟସ ପରେ ହରମୋନ ବଦଳିବା ହେତୁ ଝିଅମାନେ ବୟସଠାରୁ ଶୀଘ୍ର ମେଚୁର ହୋଇଥାନ୍ତି। ତେଣୁ ବିବାହ ପାଇଁ ଝିଅମାନଙ୍କ ବୟସ ପୁଅମାନଙ୍କଠାରୁ କମ ହେବା ଆବଶ୍ୟକ।

ଏକ ରିପୋର୍ଟ ଅନୁଯାୟୀ ପୁଅମାନଙ୍କଠାରେ ଦାୟିତ୍ବଭାର ନେବାର ଅନୁଭୂତି ୨୬ ବୟସରେ ହେଇଥାଏ। କିନ୍ତୁ ଝିଅମାନଙ୍କଠାରେ ଏହି ଅନୁଭୂତି ୫ ବର୍ଷ ପୂର୍ବରୁ ଆସିଯାଇଥାଏ। ସେଥିପାଇଁ ମଧ୍ୟ ପୁଅମାନଙ୍କ ବୟସ ଅଧିକ ହେବା ଆବଶ୍ୟକ।

ପୁଅ-ଝିଅ ମଧ୍ୟରେ ଆଦର୍ଶ ଗେପ ଦୁହିଁଙ୍କ ମଧ୍ୟରେ ବୁଝାପଣା କୁ ଷ୍ଟ୍ରଙ୍କ କରିଥାଏ ଏବଂ ସେମାଙ୍କ ମଧରେ ଭଲପାଇବା ବଢ଼ାଇଥାଏ।