ସଂସ୍କାର: ଦୁନିଆରେ ଏମିତି କିଛି ଲୋକ ରହିଛନ୍ତି ଯେଉଁମାନେ କି ସେମାନଙ୍କର ସମ୍ମାନ ବିଷୟରେ କେବେବି ଚିନ୍ତା କରନ୍ତି ନାହିଁ। ଏହିକ୍ରମରେ ସାଧାରଣତଃ ସମାଜରେ ଯେତେ ସମ୍ପର୍କ ରହିଛି ମାଆ ଠାରୁ ବଳି ଆଉ କିଛି ନାହିଁ। ଅନ୍ୟପଟେ କୁହାଯାଏ ଯେ ଶାଶୁଙ୍କ ସହିତ ମଧ୍ୟ ଜ୍ବାଇଁର ସମ୍ପର୍କ ମାଆଙ୍କ ପରି। କିନ୍ତୁ ଦୁନିଆରେ ଏପରି ମଧ୍ୟ ଜ୍ବାଇଁ ଅଛନ୍ତି ଯିଏ କି ଶାଶୁ ସହ ରାତି ବିତାଇବାକୁ ବହୁତ ଇଛୁକ ରୁହନ୍ତି। ଆଉ ସ୍ୱାମୀର ଇଛାକୁ ପୁରଣ କରିବାକୁ ଯାଇ ଏଥିରେ ସ୍ତ୍ରୀ ମଧ୍ୟ କୌଣସି ଆପତ୍ତି କରେ ନାହିଁ। ତେବେ ଆମେରିକାରେ ରହୁଥିବା ଏକ ପରିବାରରେ ଏମିତି କିଛି ଲଜ୍ୟାଜନକ ଘଟଣା ଘଟିଛି।ଏଠାରେ ଜଣେ ପରିବାରର ଝିଅ ବିବାହ ପରେ ତାଙ୍କ ମା ଏବଂ ଭଉଣୀ ସହିତ ଗୋଟିଏ ଘରେ ରୁହନ୍ତି । ଏଭଳି ପରିସ୍ଥିତିରେ ମହିଳାଙ୍କ ସ୍ୱାମୀଙ୍କ ଅନ୍ତରଙ୍ଗ ସମ୍ପର୍କ କେବଳ ତାଙ୍କ ସହିତ ନୁହେଁ, ତାଙ୍କ ଶାଶୁ ଏବଂ ଶାଳୀ ସହିତ ମଧ୍ୟ ରହିଛି।
ଏହି ଅଦ୍ଭୁତ ସମ୍ପର୍କକୁ ଦୁନିଆକୁ ଆଣିଥିବା ମହିଳାଙ୍କ ନାମ ହେଉଛି ମ୍ୟାଡି ବ୍ରୁକ୍ସ। ଟିକ୍ଟିକ୍ ଭିଡିଓ ମାଧ୍ୟମରେ ପ୍ରକାଶ କରିଛନ୍ତି ଏହି କଥାକୁ ଖୁଲାସା କରିଛନ୍ତି। ଯେ ସେ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ତାଙ୍କ ମା ଏବଂ ଭଉଣୀଙ୍କ ସହ ରାତି ବିତାଇବାକୁ ଅନୁମତି ଦେଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କ ପତ୍ନୀ ମଧ୍ୟ ଏଥିରେ କୌଣସି ଆପତ୍ତି ନାହିଁ। ଯେତେବେଳେ ତାଙ୍କ ସ୍ତ୍ରୀର ଇଚ୍ଚା ନଥାଏ, ସେତେବେଳେ ସେ ତାଙ୍କ ସ୍ୱାମୀ ତାଙ୍କ ଶାଶୁ କିମ୍ବା ଭଉଣୀକୁ ମଧ୍ୟ ରୋମାନ୍ସ କରିପାରିବେ।
ମ୍ୟାଡି ବ୍ରୁକ୍ସ, ଟିକ୍ଟକ୍ରେ ତାଙ୍କ ସମ୍ପର୍କ ବିଷୟରେ କହିଛନ୍ତି କି- ‘ମୋ ମା ଏବଂ ମୁଁ ମୋ ସ୍ୱାମୀଙ୍କୁ ସେୟାର କରୁ । ଏହା ବହୁତ ଭଲ। ତେଣୁ, ଯେତେବେଳେ ମୁଁ ମୁଡ୍ରେ ନଥାଏ, ସେତେବେଳେ ସେ ମୋ ମା ସହିତ ରୁହନ୍ତି । ମୁଁ ଏହି ପ୍ରକାରର ସ୍ତ୍ରୀ । ସପ୍ତାହରେ ଏହା ଅନେକ ଥର ଘଟେ ଯେ ସେ ମୋ ମାଙ୍କ ସହ ରୋମାନ୍ସ କରନ୍ତି। ‘ଏହା ଏକ ଅଦ୍ଭୁତ ସମ୍ପର୍କ, କିନ୍ତୁ ଏନେଇ ଜଣେ ଆମେରିକୀୟ ମହିଳା ଏହାକୁ ସହଜରେ କହୁଥିବାର ଦେଖି କାହାର ବି ପାଦ ତଳୁ ମାଟି ଖସି ଯାଇଛି। ଏହା ସବୁଠାରୁ ଆଶ୍ଚର୍ଯ୍ୟକର ବିଷୟ ହେଉଛି ସମସ୍ତ ଗୋଟିଏ ଘରେ ରୁହନ୍ତି ଏବଂ ଶାରୀରିକ ସମ୍ପର୍କ ମଧ୍ୟ ରଖନ୍ତି ।
ମ୍ୟାଡି ଏହି ଭିଡିଓରେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କ ସ୍ୱାମୀ କେବଳ ମା ସହିତ ନୁହେଁ ବରଂ ତାଙ୍କ ଭଉଣୀ ସହିତ ମଧ୍ୟ ରୋମାନ୍ସ କରନ୍ତି। ଏହା ସହ, ସେ ଏଥିରେ ଖୁସି ଅଛନ୍ତି। ‘