ନିଜ ସ୍ୱାମୀଙ୍କୁ ଛାଡି ଭଣଜାକୁ କଲେ ବିବାହ, ଏହା ପଛର କାରଣ ଜାଣିଲେ ତାଯୁବ ହେବେ ଆପଣ

ଏହି ଘଟଣାଟି ବିହାରର ଯାମୁଇ ଅଂଚଳରେ ଘଟିଛି ଯେଉଁଠାରେ ମାଇଁ ଏବଂ ଭଣଜା ମଧ୍ୟରେ ପ୍ରେମର ସମ୍ପର୍କ ଗଢିଉଠିଥିବାର ଦେଖା ଯାଇଛି। ମାମୁଙ୍କ ଅନୁପସ୍ଥିତିରେ, ମାଇଁ ଏବଂ ଭଣଜା ଏପରି କାର୍ଯ୍ୟ କଲେ ସମଗ୍ର ପରିବାରକୁ ଲଜ୍ୟା ହେବାକୁ ପଡିଲା। ବର୍ତ୍ତମାନ ଭିଡିଓ ଓ ଫୋଟୋ ଗୁଡିକ ଭାଇରଲ ହେବାରେ ଲାଗିଛି।

କିନ୍ତୁ ସେଠାକାର ଲୋକମାନେ ଏହାକୁ ସମର୍ଥନ କରୁନାହାନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଥରେ ମାମୁଙ୍କ ଅନୁପସ୍ଥିତିରେ ମାଇଁ ଓ ଭଣଜା ବିବାହ କରିଥିଲେ। ଏହାର ଏକ ବିଡ଼ିଓ ଓ ଫୋଟୋ ଇଣ୍ଟରନେଟ ରେ ଭାଇରଲ ହେବାରେ ଲାଗିଛି। ଭିଡିଓରେ ଭଣଜା ମାଇଁଙ୍କ ମଥାରେ ସିନ୍ଦୁର ଭରୁଛି ଏବଂ ପରେ ମାଇଁ ଭଣଜାଙ୍କ ପଦାକୁ ସ୍ପର୍ଶ କରୁଛନ୍ତି।

ଆଉ ୧୦ ଦିନ ତଳେ ମାମୁଁଙ୍କୁ କୌଣସି କାମରେ ମୁମ୍ବାଇ ଯିବାକୁ ପଡିଲା। ଆଉ ମୁମ୍ବାଇରୁ ଫେରିବା ପରେ ଉଭୟ ଭଣଜା ଓ ମାଇଁ ଫେରାର ହୋଇଯାଇଥିଲେ। ଉଭୟ ମୁମ୍ବାଇ ଯାଇ ସେଠାରେ ବିବାହ କରିଥିବାବେଳେ ନିଜର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏବେ ମାମୁଁ ଉଭୟଙ୍କ ନାମରେ ପୁଲିସରେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *