ଏହି 5 ଜଣ ଅଭିନେତ୍ରୀ ଙ୍କ ପରେ ଆଉ ଜଣେ ମଡେଲଙ୍କ ସାଙ୍ଘାତିକ ଅଭିଯୋଗ ନ୍ୟୁଡ୍ ସୁଟିଂ କୁ ନେଇ ଟ୍ୱିଟ କରି କହିଲେ ଏମିତି…

After Raj Kundra's arrest Nikita Flora has made these allegations in pornographic case

pornographic case : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଠୀ ରାଜ କୁନ୍ଦ୍ରାଙ୍କ ସ୍ୱାମୀ ଗିରଫ ହେବା ପରେ ଏବେ ଧୀରେ ଧୀରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣକୁ ନେଇ ଗୁମର ଖୋଲିବାରେ ଲାଗିଛି। ଏହି ମାମଲା କୁ ନେଇ କିଛି ମଡେଲ ନିରନ୍ତର ଭାବରେ ଆଲୋଚନା କରିଆସୁଛନ୍ତି। ଏବଂ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଇଛନ୍ତି, କିନ୍ତୁ ରାଜ କୁନ୍ଦ୍ରାଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଛି।

ଅଭିଯୋଗ ଅନୁସାରେ ରାଜ କୁନ୍ଦ୍ରା ଏକ ଆପ୍ଲିକେସନ ମାଧ୍ୟମରେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ବ୍ୟବସାୟ କରୁଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି। ରାଜ କୁନ୍ଦ୍ରା ଗିରଫ ହେବା ପରେ ଏହି 5 ମଡେଲ ନିଜ ପ୍ରତିକ୍ରିୟା ଦେଇଥିଲେ, ସେ ମଧ୍ୟରୁ ପୁଣମ୍ ପାଣ୍ଡେ, ଜୁଏଲ୍ ବାଶିଷ୍ଟା, ଗେହାନା ବାଶିଷ୍ଟା, ଚାର୍ଲେନ ଚୋପ୍ରା, ସାଗରିକା ଶୋନା ସୁମନ୍ ଏବଂ ପୁନିତ୍ କୌର ଭଳି ଅଭିନେତ୍ରୀ ସାମିଲ ଅଛନ୍ତି।

କିନ୍ତୁ ବର୍ତମାନ ଏହି ସମୟରେ ଆଉ ଜଣେ ମଡେଲ ନିକିତା ଫ୍ଲୋରା ସିଂ ମଧ୍ୟ ରାଜ କୁନ୍ଦ୍ରାଙ୍କ ପିଏ ଉମେଶ କାମତଙ୍କୁ ନେଇ ଏକ ବଡ ଖୁଲାସା କରିଛନ୍ତି। ସେ ଅଭିଯୋଗ କରି କହିଛନ୍ତି ଯେ ଉମେଶ କାମତ ତାଙ୍କୁ ଆଡଲ୍ଟ ବ୍ୟବସାୟରେ ଆଣିବାକୁ ପ୍ରଲୋଭିତ କରିଥିଲେ ଏବଂ ଏକ ଟୁଇଟ୍ ଜରିଆରେ ଏହି ସୂଚନା ଦେଇଛନ୍ତି।

ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଉମେଶ କାମତ ମୋତେ ନଭେମ୍ବର 2020 ରେ ରାଜ କୁନ୍ଦ୍ରାଙ୍କ ଆପ୍ ହଟ୍‌ସଟ୍ସ ପାଇଁ ନ୍ୟୁଡ୍ ସୁଟିଂ କରିବାକୁ କହିଥିଲେ, ଉମେଶ କାମତ ମୋତେ ୨୫ ହଜାର ଦେବାକୁ ପ୍ରସ୍ତାବ ଦେଇଥିଲେ କିନ୍ତୁ ମୁଁ ମନା କରିଥିଲି। ଭଗବାନଙ୍କୁ ଧନ୍ୟବାଦ ମୁଁ କୁନ୍ଦ୍ରାଙ୍କ ଚକ୍କରରେ ପଡ଼ି ନଥିଲି। ଆଶ୍ଚର୍ଯ୍ୟର କଥା, ବର୍ତ୍ତମାନ ଉଭୟଙ୍କୁ ଗିରଫ କରାଯାଇଛି ଏବଂ ଝାଡ଼ଖଣ୍ଡର ଜଣେ ଝିଅ ତାଙ୍କ ସ୍ୱାମୀଙ୍କଠାରୁ ଛାଡପତ୍ର ପାଇଛନ୍ତି କାରଣ ସେ ତାଙ୍କ ପାଇଁ ସୁଟିଂ କରିଥିଲେ।

Leave a Reply

Your email address will not be published. Required fields are marked *