ଆଜି ଆମେ କଥା ହେବା ଫ୍ଲିମ ଜଗତର ଜଣେ ବହୁତ ବଡ଼ ଜଣା ଶୁଣା ଅଭିନେତ୍ରୀ ମହେଶ୍ୱତା ରାୟ ଙ୍କ ବିଷୟରେ । ମହେଶ୍ଵେତା ରାୟ ଓଡ଼ିଆ ଫ୍ଲିମ ଇଣ୍ଡୋଷ୍ଟ୍ରି ର ଜଣେ ଆଗ ଧାଡ଼ିର ଅଭିନେତ୍ରୀ ।
ଅନେକ ଓଡ଼ିଆ ଫ୍ଲିମ କରି ସେ ଅଲିଉଡ ଇଣ୍ଡୋଷ୍ଟ୍ରି ର ନାଁ ରଖିଛନ୍ତି ତାହା ସହିତ ତାଙ୍କର ମନୋଛୁଆଁ ଅଭିନୟ ଜରିଆରେ ଦର୍ଶକ ମାନଙ୍କର ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ମଧ୍ୟ ବନେଇ ପାରିଛନ୍ତି ବୋଲି କୁହାଯାଉଛି ।
ମହେଶ୍ୱତା ରାୟ ହେଉଛନ୍ତି ଜଣେ ବହୁତ ଜଣାଶୁଣା ଫେମସ ଅଭିନେତ୍ରୀ |ଆଉ ସେ 1962 ମସିହା ଜୁଲାଇ 2 ତାରିଖ ରେ ପୁରି ଜିଲ୍ଲା ରେ ଜନ୍ମ ଗ୍ରହଣ କରିଥିଲେ । ସେ ଜଣେ ବହୁତ ଭଲ ଅଭିନେତ୍ରୀ ସାଙ୍ଗକୁ ଜଣେ ମଡେଲ ।
ତେବେ ମହେଶ୍ୱତା ରାୟ 8 ଥର ଓଡ଼ିଆ ଫ୍ଲିମ ଆୱାର୍ଡ ମଧ୍ୟ ପାଇଛନ୍ତି । ତାହା ବ୍ୟତୀତ କୁହାଯାଉଛି କି ଅନେକ ଓଡ଼ିଆ ଫ୍ଲିମ କରିଵା ସହିତ ବଙ୍ଗଳା ଫ୍ଲିମ ରେ ମଧ୍ୟ ତାଙ୍କର ଅଭିନୟ ର ଝଲକ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଛନ୍ତି ।