ଆସନ୍ତା ୧୦ ତାରିଖରେ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଚାଲିଛି ଜୋରଦାର ପ୍ରସ୍ତୁତି..

ସଂସ୍କାର : ଆସନ୍ତା ୧୦ ତାରିଖରେ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଆମ ଦେଶର ନୂତନ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ରାଷ୍ଟ୍ରପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଓଡିଶା ଗସ୍ତ। ଏହି …

ଆସନ୍ତା ୧୦ ତାରିଖରେ ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଚାଲିଛି ଜୋରଦାର ପ୍ରସ୍ତୁତି.. Read More

ଧାମନଗରରେ ଫୁଟିଲା ପଦ୍ମ , ସୂର୍ଯ୍ୟବଂଶୀ ସୂରଜ ହେଲେ ବିଜୟୀ…

ସଂସ୍କାର : ଧାମନଗର ଉପନିର୍ବାଚନରେ ବିଜେପି ବିଜୟୀ ହୋଇଛି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ୯,୮୮୧ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କୁ ପୋଷ୍ଟାଲ ଭୋଟ୍ ଓ ପ୍ରଥମରୁ ଶେଷ ୧୯ଟି ରାଉଣ୍ଡରେ ପଛରେ ପକାଇ ମୋଟ ୯,୮୮୧ଖଣ୍ଡ …

ଧାମନଗରରେ ଫୁଟିଲା ପଦ୍ମ , ସୂର୍ଯ୍ୟବଂଶୀ ସୂରଜ ହେଲେ ବିଜୟୀ… Read More

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ..

ସଂସ୍କାର : ଋଷି ସୁନକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚତ ହୋଇଛନ୍ତି। ଋଷି ସୁନକଙ୍କ ନାଁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ଦୌଡ଼ରୁ ପେନି ମୋରଡେଣ୍ଟ ଓହରିବା ପରେ ଋଷିଙ୍କ ନାଁ ପ୍ରଧାନମନ୍ତ୍ରୀ ପଦ ପାଇଁ ଘୋଷଣା …

ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହେଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ.. Read More

ମୋର ସରକାର କ୍ଷମତାକୁ ଆସିଲେ ସ୍ବିସ୍ ବ୍ୟାଙ୍କରୁ ଆସିବ ସବୁ କଳାଧନ : ଅରବିନ୍ଦ କେଜ୍ରିୱାଲ

ସଂସ୍କାର : ଆମ ଆଦମୀ ପାର୍ଟି ସ୍ବିସ ବ୍ୟାଙ୍କରେ ଥିବା କଳାଧନ ଭାରତ ଆଣିବ। ନିଜେ ଘୋଷଣା କଲେ AAP ପ୍ରତିଷ୍ଠାତା ଅରବିନ୍ଦ କେଜ୍ରିୱାଲ। ଡିସେମ୍ବର ମାସରେ ଗୁଜରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ …

ମୋର ସରକାର କ୍ଷମତାକୁ ଆସିଲେ ସ୍ବିସ୍ ବ୍ୟାଙ୍କରୁ ଆସିବ ସବୁ କଳାଧନ : ଅରବିନ୍ଦ କେଜ୍ରିୱାଲ Read More

ଧାମନଗର ଉପନିର୍ବାଚନ : ପ୍ରାର୍ଥୀ ଚୟନ ପାଇଁ ଅଡୁଆରେ BJD !..

ସଂସ୍କାର : ଧାମନଗରରେ ଉପନିର୍ବାଚନ ଲାଗି ବାଜି ସାରିଛି ବିଗୁଲ। ଆଜି ଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ଏହି ଉପ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହାନ୍ତି। ମାତ୍ର …

ଧାମନଗର ଉପନିର୍ବାଚନ : ପ୍ରାର୍ଥୀ ଚୟନ ପାଇଁ ଅଡୁଆରେ BJD !.. Read More

ଅମିତ୍ ଶାହାଙ୍କ ଅଫିସ୍ ବାହାରେ ୩ ଘଣ୍ଟା କାଳ ବସି ରହିଲେ ଏହି ନେତା, ହେଲେ ମଧ୍ୟ ଦେଖା ହେବା ପାଇଁ ମିଳିଲା ନାହିଁ ସୁଯୋଗ..

ସଂସ୍କାର : ଏକଦା ମହାରାଷ୍ଟ୍ର ବିଜେପିର ଜଣେ ବରିଷ୍ଠ ନେତା ତଥା ବର୍ତ୍ତମାନ ଏନସିପି (Nationalist Congress Party) ସଦସ୍ୟ ଥିବା ଏକନାଥ ଖାଡସେ ପୁଣି ଥରେ ବିଜେପିକୁ ଫେରିବା ପାଇଁ ଉଦ୍ୟମ କରୁଛନ୍ତି। କେବଳ ଏତିକି ନୁହେଁ ସେ ଦିଲ୍ଲୀ …

ଅମିତ୍ ଶାହାଙ୍କ ଅଫିସ୍ ବାହାରେ ୩ ଘଣ୍ଟା କାଳ ବସି ରହିଲେ ଏହି ନେତା, ହେଲେ ମଧ୍ୟ ଦେଖା ହେବା ପାଇଁ ମିଳିଲା ନାହିଁ ସୁଯୋଗ.. Read More

ତୃତୀୟ ଥର ପାଇଁ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ଅଖିଳେଶ ଯାଦବ

ସଂସ୍କାର : ସେପ୍ଟମ୍ବର ୨୯ ତାରିଖ ଗୁରୁବାର ଲଗାତାର ତୃତୀୟ ଥର ପାଇଁ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଅଖିଳେଶ ଯାଦବ। ଦଳୀୟ ନିର୍ବାଚନ ଅଧିକାରୀ ତଥା ଦଳର ବରିଷ୍ଠ ନେତା ରାମ ଗୋପାଳ ଯାଦବ ଦଳର …

ତୃତୀୟ ଥର ପାଇଁ ସମାଜବାଦୀ ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ହେଲେ ଅଖିଳେଶ ଯାଦବ Read More

ଧାମନଗରରେ ଉପନିର୍ବାଚନ ପାଇଁ ପାଗ ଭିଡିଲେଣି ରାଜନୈତିକ ଦଳ …

ସଂସ୍କାର : ଖୁବଶୀଘ୍ର ଧାମନଗର ନିର୍ବାଚନ ମଣ୍ଡଳୀରେ ହେବାକୁ ଯାଉଛି ଉପ ନିର୍ବାଚନ। ୨୦୨୪ ନିର୍ବାଚନ ପୂର୍ବରୁ ପୁଣି ଉପନିର୍ବାଚନ ଦେଖିବ ଓଡ଼ିଶା । ବିଧାୟକ ବିଷ୍ଣୁ ସେଠୀଙ୍କ ବିୟୋଗ ପରେ ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ଏଥିପାଇଁ …

ଧାମନଗରରେ ଉପନିର୍ବାଚନ ପାଇଁ ପାଗ ଭିଡିଲେଣି ରାଜନୈତିକ ଦଳ … Read More

2024 ନିର୍ବାଚନ ପାଇଁ ବିଜେଡି – ବିଜେପି ର ଶକ୍ତି ପ୍ରଦର୍ଶନ ଜାରି, ରାଜ୍ୟ ରାଜଧାନୀ ଚାଲିଲାଣି ନିର୍ବାଚନୀ ସମାବେଶ…

ସଂସ୍କାର : 2024 ନିର୍ବାଚନ ପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି। ଗୁରୁବାର ରାଜ୍ୟର ଦୁଇ ପ୍ରମୁଖ ରାଜନୈତିକ ଦଳ ବିଜେଡି ଓ ବିଜେପି ରାଜଧାନୀ ଭୁବନେଶ୍ବରରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ବରମୁଣ୍ଡା ପଡିଆରେ ବିଜେଡି ଛାତ୍ର, ଯୁବ ଓ …

2024 ନିର୍ବାଚନ ପାଇଁ ବିଜେଡି – ବିଜେପି ର ଶକ୍ତି ପ୍ରଦର୍ଶନ ଜାରି, ରାଜ୍ୟ ରାଜଧାନୀ ଚାଲିଲାଣି ନିର୍ବାଚନୀ ସମାବେଶ… Read More