ଆଜି କାଲି ସମସ୍ତଙ୍କ ଘରେ ତୁଳସୀ ଗଛ ଥାଏ। କିନ୍ତୁ ଆପଣ ମାନେ କଣ ବାସ୍ତୁ ଅନୁସାରେ ତୁଳସୀ ଗଛ କୁ ଲଗାଇଛନ୍ତି?
ଆଜି ମୁଁ ଆପଣଙ୍କୁ କହିବି ତୁଳସୀ ଗଛ ପାଖରେ କଣ ଜିନିଷ ରଖିବା ଉଚିତ।
ତୁଳସୀ ଗଛ ଘରକୁ ସୁଖ ସମୃଦ୍ଧି ଆଣିଥାଏ। ଘରେ ତୁଳସୀ ଗଛ ଥିଲେ ଭଗବାନ ବିଷ୍ଣୁ ଙ୍କ କୃପା ରହିଥାଏ। ତୁଳସୀ ଗଛ ପାର୍ଶ୍ଵ ରେ ଯଦି କଦଳୀ ଗଛ ଲଗାଇ ଦୀୟା ଯାଏ ଅଧିକ ଲାଭ ମିଳିପାରିବ।ଏହା ଦ୍ୱାରା ବିଷ୍ଣୁ ପ୍ରସନ୍ନ ହୁଅନ୍ତି। କଦଳୀ ଗଛ କୁ ଇସାନ୍ କୋଣ ରେ ଲଗାଇବା ଦରକାର।ଏହା ଦ୍ୱାରା ଧନ ର ବର୍ଷା ହୋଇଥାଏ।
ସର୍ବଦା ଗଛ କୁ ଠିକ୍ ଦିଗ ରେ ଲଗାଇବା ଉଚିତ୍। ପ୍ରତେକ୍ ଗଛ ର ପ୍ରତେକ୍ ଦିଗ ଥାଏ।କଦଳୀ ଗଛ କୁ ତୁଳସୀ ଗଛ ପାଖରେ ଲଗାନ୍ତୁ ଏବଂ ମା ଲକ୍ଷ୍ମୀ ଙ୍କ ସହିତ ବିଷ୍ଣୁ ଙ୍କୁ ମଧ୍ୟ ପ୍ରସନ୍ନ କରନ୍ତୁ।ଏହା ଦ୍ୱାରା ଘରେ ଧନ ର ବର୍ଷ ହେବ।ଯଦି ଆପଣଙ୍କ ଘରେ ସମସ୍ୟା ଲାଗି ରହୁଛି ତେବେ ଏହି ଉପାୟ କରି ଦେଖନ୍ତୁ।