ପୁଣି ସୋନାଲି ଙ୍କ ଉପରେ ବର୍ଷିଲେ ରାନୀ ପଣ୍ଡା, ଏଥର କହିଲେ ତାକୁ ଲଙ୍ଗଳା କରି ବାଇଡ଼ଙ୍କ ଲଗାଇଦିଅ , ଦେଖନ୍ତୁ ଭିଡ଼ିଓ

ସଂସ୍କାର : ବହୁ ଚର୍ଚ୍ଚିତ ଭୁବନେଶ୍ୱରର ଯୁବ ବ୍ୟବସାୟୀ ତଥା ମଡେଲ୍ ସୌମ୍ୟରଞ୍ଜନଙ୍କ ଆତ୍ମହତ୍ୟା ମାମଲାର ନିଷ୍କ୍ରିସ ଏପର୍ଯ୍ୟନ୍ତ ବାହାରିପାରିନି। ନିଜର ଗାୟିକା ବାନ୍ଧିବୀ ସୋନାଲି ନନ୍ଦଙ୍କ କାରଣରୁ ସୌମ୍ୟ ଆତ୍ମହତ୍ୟା କରିଛନ୍ତି ବୋଲି ସମଗ୍ର ଓଡିଶା ଜାଣିଛି। କିନ୍ତୁ ପୋଲିସ ପାଖରେ ପକ୍କା ପ୍ରଣାମ ଥାଇ ବି ସେ ସୋନାଲିଙ୍କୁ ଗିରଫ କରୁନାହିଁ।

ସୌମ୍ୟରଞ୍ଜନ ଆତ୍ମହତ୍ୟା କରିବା ସମୟରେ ସୁଇସାଇଡ଼ ନୋଟରେ ତାଙ୍କ ମୃତ୍ୟୁ ପଛରେ ସୋନାଲି ଦାୟୀ ବୋଲି ଉଲେଖ୍ୟ କରିଛନ୍ତି। କାରଣ ସୋନାଲି ତାଙ୍କୁ ଧୋକା ଦେଇଛନ୍ତି। ସୋନାଲି , ସୌମ୍ୟଙ୍କୁ ଭଲ ପାଇବା ସହିତ ସାରସ୍ବତ ନାମକ ଜଣେ ଯୁବକଙ୍କୁ ବି ପ୍ରେମ କରୁଥିଲେ। ଯାହାକୁ ସହ୍ୟ କରିପାରିଲେନି ମଡେଲ୍ ସୌମ୍ୟରଞ୍ଜନ ପାଣିଗ୍ରାହୀ। ଆଉ ଶେଷରେ ସେ ଆତ୍ମହତ୍ୟା କରିଦେଲେ। ଗୋଟିଏ ଝିଅର ଏହିଭଳି କାଣ୍ଡକୁ ଦେଖି ସାଧାରଣ ଜନତା ଗର୍ଜି ଉଠିଛନ୍ତି। ଏହି କ୍ରମରେ ସୋନାଲିଙ୍କୁ ନେଇ ରାନୀ ପଣ୍ଡା ପୁଣି ଥରେ ଏକ ବୟାନ ଦେଇଛନ୍ତି।

ଅଭିନେତ୍ରୀ ରାନୀ ପଣ୍ଡା ନିଜର ସୋସିଆଲ ମିଡ଼ିଆ ହ୍ୟାଣ୍ଡେଲରେ ଲାଇଭ୍ ଆସି ସୋନାଲି ଆଉ ସୋନାଲିଙ୍କ ପରି କାମ କରୁଥିବା ଝିଅ ଓ ପୁଅଙ୍କ ଉପରେ ପ୍ରବଳ ଗର୍ଜିଛନ୍ତି। ସେ କହିଛନ୍ତି ଯେ ଏହିଭଳି କିଛି ବଦମାସ ଝିଅ ମାନଙ୍କୁ ନେଇ ରୋଡ ଉପରେ ଉଲଗ୍ନ କରିବ ଆଉ ଦେହରେ ବାଇଡଙ୍କ ବହେ ଲଗାଇବ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହିଭଳି ଝିଅ ତଥା ପୁଅ ମାନଙ୍କୁ ଉଲଗ୍ନ କରି ହାତ ଗୋଡ଼ ବାନ୍ଧି ଯୀଶୁଖ୍ରୀଷ୍ଟଙ୍କ ପରି ରଖିବ। ଆଉ ଦେହରେ ବାଇଡଙ୍କ ଲଗାଇ ଦେବ। ଯଦି କୌଣସି ପୁଅର ବେଶୀ ଗଲୁ ହେଉଛି ତେବେ ତାଙ୍କର ପ୍ରାଇଭେଟ ପାର୍ଟ କାଟିଦେବ।

ରାନୀ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁମାନେ ଏହିଭଳି କାମ କରନ୍ତି, ଗୋଟେ ମା’ ଠାରୁ ଗୋଟେ ପୁଅ କୁ ଛଡାଇ ନିଅନ୍ତି, ଗୋଟେ ଭଲ ପାଇବାର ମହତ୍ଵ ବୁଝନ୍ତି ନାହିଁ । ସେ ପୁଅ ହେଉ କି ଝିଅ ହେଉ ! ମାତ୍ର ଗୋଟେ ପୁଅ ମଧ୍ୟ ଯଦି ଭଲ ପାଇବାର ମହତ୍ଵ ବୁଝୁ ନାହିଁ, ଗୋଟେ ଝିଅ ର ଜୀବନ ସହିତ ଖେଳିକି ତାକୁ ଛାଡି ଦଉଛି । ତେବେ ସେହିଭଳି ପୁଅ ଏବଂ ଏହିଭଳି ଝିଅ ଙ୍କୁ ଉଲଗ୍ନ କରିବ ବାଇଡଙ୍କ ବହେ ଲଗାଇ ଠିଆ କରାଇ ଦବ ଜା ଟୋଟାଲ ଯୀଶୁ ଖ୍ରୀଷ୍ଟ ଭଳି ଛିଡା କରାଇ ଦବ ମୋ ମତରେ । ଆଉ ଯାଉ ମାନଙ୍କ ର ଅତି ଉଠୁଛି ଯେଉଁମାନେ ରେପ କରୁଛନ୍ତି, ସେମାନଙ୍କୁ କ’ଣ କରିବ ଗୋଡହାତ ବାନ୍ଧିଦେବ ଟୋଟାଲ ତାଙ୍କ ପୁରୁଷତ୍ଵ କୁ କାଟି ଉଡାଇ ଦବ ଆଉ ଥିବ ନା ଆଉ କରୁଥିବେ ଏଭଳି ଅପରାଧ।

ମାତ୍ର ଏମିତି ହଉନି ନା ସେଥିପାଇଁ ସେମାନଙ୍କ ର ଚଉଡା ହେଉଜାଉଛି । ପୁଅ ହୁଅନ୍ତୁ କି ଝିଅ, କିଛି ଝିଅଙ୍କର ମୋଟା ଦରକାର। ମୋଟା ପଇସା ପ୍ରବଳ ଦରକାର ଝିଅଙ୍କୁ ତେଣୁ ସବୁ ଏହିଭଳି କାଣ୍ଡ କରୁଛନ୍ତି। ଯେଉଁଠି ଭଲ ପଇସା ସେଇଠି ସେମାନେ । ମାତ୍ର ଭଲପାଇବା ର କଦର କରନ୍ତି ନାହିଁ ଏହିଭଳି ଝିଅ। ସେହିଭଳି କିଛି ପୁଅ ମଧ୍ୟ ଅଛନ୍ତି ଗୋରା ଚମଡା, ସାଇଜିଆ ଝିଅ ହେଇଥିବ ଖାଲି ଆମେ ଗୁଲୁ ଗୁଲୁ ହୋଇ ତାଙ୍କୁ ଛାଡିଦେବୁ । ଝିଅ ମଧ୍ୟ ହାର୍ଟଲି ଭଲ ପାଇଯାଇଥିବ ପୁଅକୁ, ଠିକ ଟାଇମ ରେ ଦାନା ଦେଇ ତାକୁ ଛାଡିଦେବ । ଏଣୁ ଝିଅ ର ଭୁଲ ଅଛି ପୁଅ ର ଭୁଲ ଅଛି।

ଦେଖନ୍ତୁ ଭିଡିଓ :

Leave a Reply

Your email address will not be published. Required fields are marked *