ଦେଖନ୍ତୁ ଭିଡ଼ିଓ: ସୋସିଆଲ ମିଡିଆରେ ଜବରଦସ୍ତ ଡାନ୍ସ କରି ଭାଇରଲ ହେଲେ ବୈଷ୍ଣବୀ ମୋର

ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରେ ବୈଷ୍ଣବୀ ନାମକ ଜଣେ ନୃତ୍ୟଶିଳ୍ପୀଙ୍କ ହୁଲା ହୁପ୍ ଡ୍ୟାନ୍ସ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ନୃତ୍ୟଶିଳ୍ପୀ ସାରୀରେ ଚମତ୍କାର ହୁଲା ହୁପ୍ ଡ୍ୟାନ୍ସ କରୁଛନ୍ତି।

ଏହି ଦୁନିଆରେ ପ୍ରତିଭାର ଅଭାବ ନାହିଁ। କେହି ରୋଷେଇରେ ପାରଦର୍ଶୀ ହେଉଛି ତ କିଏ ଗୀତଗାଇ ସମସ୍ତଙ୍କ ମନ କିଣି ନେଉଛି ତ କିଏ ନୃତ୍ୟ କେରି ସମସ୍ତ ମନକୁ ଜିତିବାରେ ଲାଗିଛି। ଏହି ଭଳି ଜଣେ ପ୍ରତିଭା ଆମକୁ ସୋସିଆଲ ମିଡିଆରେ ଦେଖିବାକୁ ମିଚିଛି ଯିଏ କି ନିଜର ସୁନ୍ଦର ନୃତ୍ୟ ଦ୍ୱାରା ହଜାର ହଜାର ଦର୍ଶକଙ୍କ ମନରେ ନିଜର ସ୍ଥାନ ତିଆରି କରିପାରିଛନ୍ତି।

ଭିଡ଼ିଓଟି ଦେଖିବା ପାଇଁ କ୍ଲିକ କରନ୍ତୁ:

https://www.instagram.com/reel/CQOL_thhXfq/?utm_source=ig_embed&ig_rid=c51f8e56-5f0c-4575-9bb5-68fab31f21a5

ବୈଷ୍ଣବୀ ମୋର୍ ନାମକ ଜଣେ ନୃତ୍ୟଶିଳ୍ପୀଙ୍କ ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରେ 57 ହଜାରରୁ ଅଧିକ ଅନୁସରଣକାରୀ ଅଛନ୍ତି। ସେ ଡ୍ୟାନ୍ସ ଡଲ୍ ଭାବରେ ମଧ୍ୟ ଜଣାଶୁଣା।ତାଙ୍କର ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଛି । ତାଙ୍କ ଲାଟାଇସରେ ସେ ହୁଲା ହୁପ୍ ଡ୍ୟାନ୍ସ ଏବଂ ବେଲି ଡ୍ୟାନ୍ସର ସଂପୂର୍ଣ୍ଣ ମିଶ୍ରଣ ଦେଖାନ୍ତି। ଏହି ଭିଡିଓରେ ବୈଷ୍ଣବୀ ଶାଢ଼ୀ ପିନ୍ଧି ହୁଲା ହୁପ୍ ଡ୍ୟାନ୍ସ କରୁଛନ୍ତି।

ଏହି ଭିଡିଓରେ ବୈଷ୍ଣବୀ ମୋର ମାଧୁରୀ ‘ବଡି ମୁଶ୍କିଲ ହେ’ ଗୀତରେ ନାଚୁଛନ୍ତି। ଏପର୍ଯ୍ୟନ୍ତ 30 ଲକ୍ଷରୁ ଅଧିକ ଲୋକ ଏହି ଭିଡିଓ (ଡ୍ୟାନ୍ସ ଭିଡିଓ) ଦେଖିଛନ୍ତି। ସମସ୍ତେ ବୈଷ୍ଣବୀଙ୍କୁ ବହୁତ ପ୍ରଶଂସା କରୁଛନ୍ତି। ଏକ କମଳା ଶାଢ଼ୀ ଏବଂ ବାଇଗଣୀ ରଙ୍ଗର ବ୍ଲାଉଜ୍ ସହିତ ସେ ହୁପ୍ ଡ୍ୟାନ୍ସ କରିଛନ୍ତି।

Leave a Reply

Your email address will not be published. Required fields are marked *