ଯୌନ କ୍ଷମତା ବଢାଇବା ପାଇଁ ଯଦି ବ୍ୟବହାର କରୁଛନ୍ତି ଭାଏଗ୍ରା, ତେବେ ଜାଣି ରଖନ୍ତୁ ଏହାର ଗୁରୁତର ସାଇଡ ଇଫେକ୍ଟ…

ଭାଏଗ୍ରା ଜେନେରିକ ଔଷଧ, ଯାହାକୁ ପୁରୁଷମାନେ ବ୍ୟବହାର କରନ୍ତି। ଏହାର ପ୍ରଭାବ ପ୍ରାୟ ୧-୨ ଘଣ୍ଟା ଯାଏ ରହିଥାଏ। କିନ୍ତୁ ଏହାର ମଧ୍ୟ ଭୟଙ୍କର ପାର୍ଶ୍ଵ ପ୍ରତିକ୍ରିୟା ରହିଥାଏ।

କଣ ରହିଥାଏ ଭାଏଗ୍ରା ର ପାର୍ଶ୍ଵ ପ୍ରତିକ୍ରିୟା :

  • ଭାଏଗ୍ରା ଖାଇବା ଦ୍ଵାରା ଦୃଷ୍ଟିଶକ୍ତି ଉପରେ ସାଙ୍ଘାତିକ ପ୍ରଭାବ ପଡିପାରେ।
  • ଏହା ଖାଇବା ଦ୍ଵାରା ବ୍ଲଡ଼ ପ୍ରେସର ସମସ୍ୟା ମଧ୍ୟ ଦେଖାଦେଇଥାଏ।
  • ହୃଦରୋଗ ରେ ପୀଡିତ ବ୍ୟକ୍ତି ଏହାକୁ ଭୁଲରେ ବି ବ୍ୟବହାର କରିବା ଉଚିତ ନୁହେଁ।
  • ଭାଏଗ୍ରା ବ୍ୟବହାର କରିବା ଦ୍ଵାରା ବିଭିନ୍ନ ପେଟ ସମସ୍ୟା ମଧ୍ୟ ଦେଖା ଦେଇପାରେ।