ମଙ୍ଗଳ ଗ୍ରହରୁ ମାଟି ଆଣିବାର ଥିଲା ଯୋଜନା, କରୋନାଭାଇରସ ପ୍ରଭାବ ଏଠି ମଧ୍ୟ ଦେଖାଦେଲା, ବୈଜ୍ଞାନିକମାନେ ହେଲେ ତାଯୁବ

ନୂଆଦିଲ୍ଲୀ : କରୋନାଭାଇରସର ପ୍ରକୋପରେ ସମଗ୍ର ବିଶ୍ୱ ଆଜି ଥରହର । ଆମେରିକା ଭଳି ବିକଶିତ ଦେଶ ବି ତା’ ଭୟଙ୍କର ମୃତ୍ୟୁ ତାଣ୍ଡବରୁ ନିସ୍ତାର ପାଉନି । ଏହି ଭାଇରସ ଭଳି କିଛି ଭାଇରସ ପୂର୍ବରୁ ମଧ୍ୟ ଦୁନିଆରେ ହଇଚଇ …

ମଙ୍ଗଳ ଗ୍ରହରୁ ମାଟି ଆଣିବାର ଥିଲା ଯୋଜନା, କରୋନାଭାଇରସ ପ୍ରଭାବ ଏଠି ମଧ୍ୟ ଦେଖାଦେଲା, ବୈଜ୍ଞାନିକମାନେ ହେଲେ ତାଯୁବ Read More

ଲକଡାଉନ ସମୟରେ ପୁଅ ଆନ୍ଧ୍ରପ୍ରଦେଶରେ ଫସିଥିଲେ, ତାକୁ ବଞ୍ଚେଇବା ପାଇଁ ମାଆ କଲେ ଏମିତି କାମ ଯେ ସମସ୍ତେ ହେଲେ ତାଯୁବ

ହାଇଦ୍ରାବାଦ : ଲକଡାଉନ ଯୋଗୁ ଦେଶରେ ବିଭିନ୍ନ ଅଞ୍ଚଳରେ ହଜାର ହଜାର ଲୋକ ଫସି ରହିଛନ୍ତି । ଘରେ ପହଞ୍ଚିବାକୁ ଅପେକ୍ଷା କରିଛନ୍ତି । ହେଲେ ତେଲେଙ୍ଗାନାରେ ଦେଖିବାକୁ ମିଳିଥିଲା ଗୋଟେ ତାଯୁବ କଲାଭଳି ଘଟଣା । ଜଣେ ମାଆ ନିଜ …

ଲକଡାଉନ ସମୟରେ ପୁଅ ଆନ୍ଧ୍ରପ୍ରଦେଶରେ ଫସିଥିଲେ, ତାକୁ ବଞ୍ଚେଇବା ପାଇଁ ମାଆ କଲେ ଏମିତି କାମ ଯେ ସମସ୍ତେ ହେଲେ ତାଯୁବ Read More

ଓଡ଼ିଶାର ଏହି ଜିଲ୍ଲାରେ ଲାଗୁ ହେଲା କଡ଼ା ନିୟମ, ମାସ୍କ ନପିନ୍ଧିଲେ ଦେବାକୁ ହେବ ଏତେ ଟଙ୍କାର ଜରିମାନା

ରାଜ୍ୟରେ ଅଧିକରୁ ଅଧିକ କୋଭିଡ଼-୧୯ ମାମଲା ରିପୋର୍ଟ ହେବା ସହିତ ଓଡ଼ିଶାର ଗଞ୍ଜାମ ଜିଲ୍ଲା ପ୍ରଶାସନ ଘରୁ ବାହାରକୁ ଯାଉଥିବା ବ୍ୟକ୍ତିଙ୍କ ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛି । ଉପକୂଳବର୍ତ୍ତୀ ଜିଲ୍ଲା ଗଞ୍ଜାମ ରାସ୍ତାରେ ରବିବାର ଦିନ ଲୋକଙ୍କୁ ମାସ୍କ …

ଓଡ଼ିଶାର ଏହି ଜିଲ୍ଲାରେ ଲାଗୁ ହେଲା କଡ଼ା ନିୟମ, ମାସ୍କ ନପିନ୍ଧିଲେ ଦେବାକୁ ହେବ ଏତେ ଟଙ୍କାର ଜରିମାନା Read More

୫ ଅପ୍ରେଲ ରାତି ୯ଟାରେ ଏହି କାମ କରିବାକୁ କଲେ ଆହ୍ଵାନ, କହିଲେ ଏଇଟା ହିଁ ରାମବାଣ ଔଷଧି : ପ୍ରଧାନମନ୍ତ୍ରୀ ମୋଦି

ଆଜି ସକାଳ ୯ଟାରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ଓ କହିଛନ୍ତି ଆସନ୍ତା ରବିବାର ୫ ଅପ୍ରେଲକୁ ୧୩୦ କୋଟି ଦେଶବାସୀଙ୍କ ମହାଶକ୍ତିର ଜାଗରଣ ହେବ । ୧୩୦ କୋଟି ଦେଶବାସୀଙ୍କର ମହାସଂକଳ୍ପକୁ ଏକ ନୂଆ ସ୍ତରକୁ …

୫ ଅପ୍ରେଲ ରାତି ୯ଟାରେ ଏହି କାମ କରିବାକୁ କଲେ ଆହ୍ଵାନ, କହିଲେ ଏଇଟା ହିଁ ରାମବାଣ ଔଷଧି : ପ୍ରଧାନମନ୍ତ୍ରୀ ମୋଦି Read More

ଭାରତ ସରକାର ଲଞ୍ଚ କଲେ ଏମିତି ଏକ ଆପ୍, ଯାହା ଦ୍ୱାରା ଜାଣିପାରିବେ ଆପଣଙ୍କ ଆଖପାଖରେ କେତେ ଜଣ ଅଛନ୍ତି କରୋନା ରୋଗୀ

କରୋନାଭାଇରସ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଭାରତ ସରକାର ପୂର୍ବରୁ MyGov ଆପ୍ କାଢିଥିଲେ । ହେଲେ ଏବେ “ଆରୋଗ୍ୟ ସେତୁ” ନାମକ ଏକ ଉତ୍ସର୍ଗୀକୃତ କରୋନାଭାଇରସ ଟ୍ରାକିଂ ଆପ୍ ଆରମ୍ଭ ହୋଇଛି, ଯାହା ସ୍ମାର୍ଟଫୋନର ଲୋକେସନ ଡାଟା ଏବଂ …

ଭାରତ ସରକାର ଲଞ୍ଚ କଲେ ଏମିତି ଏକ ଆପ୍, ଯାହା ଦ୍ୱାରା ଜାଣିପାରିବେ ଆପଣଙ୍କ ଆଖପାଖରେ କେତେ ଜଣ ଅଛନ୍ତି କରୋନା ରୋଗୀ Read More

ଜଣା ଓ ଅଜଣା ଭିତରେ କେତେଟା ସ୍ତମ୍ଭୀଭୂତ କଲା ଭଳି ଘଟଣା, ଜାଣିଲେ ଆପଣ ବି ଘଡ଼ିଏ ନିଶ୍ଚୟ ଅଟକି ଯିବେ

ଧୂଆଁ କଲମ ଓ ଆକାଶ କଳାପଟା : ଆପଣ ଏମିତି ଅନେକ ଉଡାଜାହାଜ ଦେଖିଥିବେ ଯିଏ ନୀଳ ଆକାଶରେ ଗୋଟେ ଧଳା ଗାର ଟାଣି ଚାଲିଯାଆନ୍ତି । କୌଣସି ଏୟାରକ୍ରାଫ୍ଟ ଚଳାଇଲା ଲୋକ ସେଇ ଧଳା ଗାରରେ କିନ୍ତୁ କିଛି ବି …

ଜଣା ଓ ଅଜଣା ଭିତରେ କେତେଟା ସ୍ତମ୍ଭୀଭୂତ କଲା ଭଳି ଘଟଣା, ଜାଣିଲେ ଆପଣ ବି ଘଡ଼ିଏ ନିଶ୍ଚୟ ଅଟକି ଯିବେ Read More

ପର୍ଯ୍ୟାପ୍ତ ନୁହେଁ ଲକଡାଉନ : ଜାଣନ୍ତୁ କ’ଣ କହୁଛି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ

ସମଗ୍ର ବିଶ୍ୱରେ ବଢିଚାଲିଛି କରୋନାଭାଇରସ ମାମଲା । କରୋନାଭାଇରସ ପ୍ରସାରର ଗତିକୁ ମନ୍ଥର କରିବା ପାଇଁ ଭାରତ ସମେତ ଅନ୍ୟ କେତେକ ଦେଶମାନେ ବି ଲକଡାଉନ ବ୍ୟବସ୍ଥା ଆପଣେଇଛନ୍ତି । କିନ୍ତୁ ଏହି ଲକଡାଉନ ବା ତାଲାବନ୍ଦ ନିୟମ ଯେ ମାରାତ୍ମକ …

ପର୍ଯ୍ୟାପ୍ତ ନୁହେଁ ଲକଡାଉନ : ଜାଣନ୍ତୁ କ’ଣ କହୁଛି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ Read More

କରୋନାଭାଇରସ ସଙ୍କଟବେଳେ, ଜାଣନ୍ତୁ କିଏ, କାହିଁକି ଓ କେଉଁ ଔଷଧର ରପ୍ତାନି ଉପରେ ଲାଗିଲା ପ୍ରତିବନ୍ଧକ

ସାରା ବିଶ୍ଵ ଯେତେବେଳେ କରୋନାଭାଇରସ ପ୍ରକୋପରେ ପୀଡ଼ିତ, ଭାରତ ସରକାର ଆଜି ୨୫ ମାର୍ଚ୍ଚ ବୁଧବାର ଦିନ ମ୍ୟାଲେରିଆ ବିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକାଇନ’ର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି ଯେପରିକି ବଜାରରେ ଔଷଧକୁ ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ କରାଇହେବ । …

କରୋନାଭାଇରସ ସଙ୍କଟବେଳେ, ଜାଣନ୍ତୁ କିଏ, କାହିଁକି ଓ କେଉଁ ଔଷଧର ରପ୍ତାନି ଉପରେ ଲାଗିଲା ପ୍ରତିବନ୍ଧକ Read More

୨୧ ଦିନ ଯାଏ ସାରା ଭାରତ ତଲାବନ୍ଦ, ଜାଣନ୍ତୁ ଦୈନନ୍ଦିନ ଜୀବନରେ ଅତ୍ୟାବଶ୍ୟକ ଜିନିଷ କିପରି ପାଇବେ !

ନୂଆଦିଲ୍ଲୀ: ଆଜି ରାତି ୮ଟାରେ ଏକ ଅଧ ଘଣ୍ଟିଆ ପ୍ରସାରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଉଦବୋଧନ ଦେଇ କହିଛନ୍ତି ଯେ, ଆଜି ମଧ୍ୟ ରାତିରୁ ପୂରା ଦେଶକୁ ଲକଡାଉନ କରାଯିବ । ଆସନ୍ତା ତିନି ସପ୍ତାହ ଯାଏଁ  ଏହି ଲକଡାଉନ …

୨୧ ଦିନ ଯାଏ ସାରା ଭାରତ ତଲାବନ୍ଦ, ଜାଣନ୍ତୁ ଦୈନନ୍ଦିନ ଜୀବନରେ ଅତ୍ୟାବଶ୍ୟକ ଜିନିଷ କିପରି ପାଇବେ ! Read More

ଆଜି ରାତି ୧୨ଟାରୁ ଆସନ୍ତା ୨୧ ଦିନ ଯାଏଁ ସାରା ଦେଶ ତାଲାବନ୍ଦ

ଆଜି ମାର୍ଚ୍ଚ ୨୪ ତାରିଖ ରାତି ୧୨ଟାରୁ ସଂପୂର୍ଣ୍ଣ ଦେଶ ତାଲାବନ୍ଦ ହେବାକୁ ଯାଉଛି । ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ତାଲାବନ୍ଦ ୨୧ ଦିନ ପାଇଁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ବକ୍ତବ୍ୟରେ କହୁଛନ୍ତି । …

ଆଜି ରାତି ୧୨ଟାରୁ ଆସନ୍ତା ୨୧ ଦିନ ଯାଏଁ ସାରା ଦେଶ ତାଲାବନ୍ଦ Read More