ସ୍କୁଲରୁ ଅଚେତ୍ ଅବସ୍ଥାରେ ଉଦ୍ଧାର ହେଲେ ଦଶମ ଶ୍ରେଣୀର ଜଣେ ଛାତ୍ରୀ : ଅବହେଳା ନା ଆକ୍ରୋଶ ?
ଜାଣିଶୁଣି ଶିକ୍ଷକ ଶିକ୍ଷୟତ୍ରୀମାନେ ତାଲା ପକାଇଥିବା ନେଇ ଛାତ୍ରୀ ଜଣକ ଅଭିଯୋଗ ଆଣିଥିବା ବେଳେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଧାନ ଶିକ୍ଷକ । ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ପାଟପୁର ବାଳିକା ଉଚ୍ଚ ବିଦ୍ୟାଳୟରୁ …
ସ୍କୁଲରୁ ଅଚେତ୍ ଅବସ୍ଥାରେ ଉଦ୍ଧାର ହେଲେ ଦଶମ ଶ୍ରେଣୀର ଜଣେ ଛାତ୍ରୀ : ଅବହେଳା ନା ଆକ୍ରୋଶ ? Read More