ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା ଗୁଲାବ୍ , ୭ ଜିଲ୍ଲାକୁ ରେଡ୍ ଆଲର୍ଟ
ସଂସ୍କାର : ଆଜି ରାତିସୁଦ୍ଧା ସ୍ଥଳଭାଗ ଛୁଇଁବ ବାତ୍ୟା ଗୁଲାବ୍। ଗୁଲାବ୍ ବର୍ତ୍ତମାନ ସମୁଦ୍ରରୁ ସ୍ଥଳଭାଗ ମୁହାଁ ହେଉଛି। ଏହି ସାମୁଦ୍ରିକ ବାତ୍ୟା ବର୍ତ୍ତମାନ ଦକ୍ଷିଣ ଓଡ଼ିଶା ଉପକୂଳ ଦିଗରେ ଧୀରେ ଧୀରେ ଅଗ୍ରସର ହେଉଛି । ବର୍ତ୍ତମାନ ଗୋପାଳପୁର ଉପକୂଳଠାରୁ …
ଆଜି ସ୍ଥଳଭାଗ ଛୁଇଁବ ବାତ୍ୟା ଗୁଲାବ୍ , ୭ ଜିଲ୍ଲାକୁ ରେଡ୍ ଆଲର୍ଟ Read More