ମାହିଙ୍କୁ ମିଳିଲା ପ୍ରତିରକ୍ଷା ମନ୍ତ୍ରଣାଳୟର ଏହି ବିଶେଷ ଦାୟିତ୍ୱ, ଜାଣନ୍ତୁ କ’ଣ…
ସଂସ୍କାର : ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ଏକ ବିଶେଷ ଦାୟିତ୍ୱ ଦିଆଯାଇଛି। ସେ ଜାତୀୟ କ୍ୟାଡେଟ୍ କର୍ପସ (ଏନସିସି) ସମ୍ବନ୍ଧରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଗଠିତ ହୋଇଥିବା ୧୫ ଜଣିଆ କମିଟିରେ ସ୍ଥାନ ପାଇଛନ୍ତି। …
ମାହିଙ୍କୁ ମିଳିଲା ପ୍ରତିରକ୍ଷା ମନ୍ତ୍ରଣାଳୟର ଏହି ବିଶେଷ ଦାୟିତ୍ୱ, ଜାଣନ୍ତୁ କ’ଣ… Read More