![](https://sanskarnetwork.in/odia/wp-content/uploads/2022/01/Picsart_22-01-24_11-04-17-725-348x215.jpg)
ମନ୍ତ୍ରୀ ପୁଅ ପିଲାଙ୍କ ଉପରକୁ ଫୁଟାଇଲା ଗୁଳି, ପିଲେ ଭୟଭୀତ
ସଂସ୍କାର : ମନ୍ତ୍ରୀଙ୍କ କ୍ଷେତରେ ଖେଳିବା ମହଙ୍ଗା ପଡିଲା ପିଲାଙ୍କୁ। ନିଜ କ୍ଷେତରେ ପିଲାମାନେ ଖେଳୁଥିବାର ଦେଖି ରାଗିଗଲେ ମନ୍ତ୍ରୀଙ୍କର ପୁଅ। ଆଉ ରାଗିଯାଇ ପିଲାଙ୍କ ଉପରକୁ ଗୁଳିଚାଳନ କରିଦେଲେ ମନ୍ତ୍ରୀ ମହାଶୟଙ୍କର ପୁଅ। ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି …
ମନ୍ତ୍ରୀ ପୁଅ ପିଲାଙ୍କ ଉପରକୁ ଫୁଟାଇଲା ଗୁଳି, ପିଲେ ଭୟଭୀତ Read More