ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଖିର ହେଲା ସଫଳ ଅସ୍ତ୍ରୋପଚାର
ସଂସ୍କାର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଡାହାଣ ଆଖିରେ ଅସ୍ତ୍ରୋପଚାର କରାଯାଇଛି । ସେ ମୋତିଆବିନ୍ଦୁ ସମସ୍ୟାରେ ପୀଡିତ ଥିଲେ । ଜଣାଶୁଣା ଚକ୍ଷୁ ବିଶେଷଜ୍ଞ ବ୍ରିଗେଡିୟର୍ ଏସ.କେ ମିଶ୍ର ଏବଂ ତାଙ୍କ ଦଳ ଦ୍ୱାରା ଏହି ଅପରେସନ୍ କରାଯାଇଛି । …
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆଖିର ହେଲା ସଫଳ ଅସ୍ତ୍ରୋପଚାର Read More