ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର , ଜାଣନ୍ତୁ କେବେ ?
ସଂସ୍କାର : ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର। ଫେବ୍ରୁଆରୀ ୧ ତାରିଖରୁ କୋଭିଡ୍ ଗାଇଡ୍ଲାଇନ୍ରେ ଖୋଲିବ ଶ୍ରୀମନ୍ଦିର। ଆସନ୍ତା ୧ ତାରିଖରୁ ଭକ୍ତମାନେ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଶୁକ୍ରବାର ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି। …
ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର , ଜାଣନ୍ତୁ କେବେ ? Read More