ଇଣ୍ଟରନେଟରେ ଭାଇରଲ୍ ହେଉଛନ୍ତି ସାନିଆ ମିର୍ଜା , ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୧୫/୦୭ :- ଇଣ୍ଟରନେଟରେ ଭାଇରଲ୍ ହେଉଛନ୍ତି ଷ୍ଟାର୍ ଟେନିସ୍ ଖେଳାଳି ସାନିଆ ମିର୍ଜା । ସାନିଆଙ୍କର ଗୋଟିଏ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପ୍ରାୟ ବହୁତ ଜନସାଧାରଣ ଦେଖିସାରିଲେଣି। ବୁଧବାର ଦିନ ସାନିଆ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ …

ଇଣ୍ଟରନେଟରେ ଭାଇରଲ୍ ହେଉଛନ୍ତି ସାନିଆ ମିର୍ଜା , ଜାଣନ୍ତୁ କାହିଁକି Read More