ରସିକିଆ ରୋଷେୟା ନନାଙ୍କ ପ୍ରେମ କାହାଣୀ, ଘରେ ସ୍ତ୍ରୀ ଥାଇ ବି ନନାଙ୍କ ଉଛୁଳୁଥିଲା ପ୍ରେମ, ଦେଖନ୍ତୁ ଭିଡ଼ିଓ…

ସଂସ୍କାର : ରସିକିଆ ରୋଷେଇ ନନାଙ୍କ ଏକତରଫା ପ୍ରେମରେ ପଡିଲା ପୂର୍ଣ୍ଣଚ୍ଛେଦ । ୪ ବର୍ଷର ଶିଶୁ କନ୍ୟା ଘରେ ଥାଇକି ମଧ୍ୟ ଯୁବତୀଙ୍କୁ ପଠାଉଥିଲେ ଅଶ୍ଳୀଳ ଫଟୋ ଆଉ ମେସେଜ । ନାବାଳିକା ଭଉଣୀ ଦୁହେଁ ଆଣିଲେ ସାଂଘାତିକ ଅଭିଯୋଗ ।

ଦୀର୍ଘ ୯ ବର୍ଷ ଧରି ଏକ ପ୍ରତିଷ୍ଠିତ ଧାର୍ମିିକ ଅନୁଷ୍ଠାନରେ ରୋଷେଇ କରୁଥିଲେ ଏବଂ ସେହି ସମୟରେ ଦୁଇଜଣ ନାବାଳିକାଙ୍କୁ ହଇରାଣ କରୁଥିଲେ । ନାବାଳିକାଙ୍କ ବୟାନ ଆଉ ଅଭିଯୋଗ ଆଧାରରେ ରସିକିଆ ନନାଙ୍କୁ ଗିରଫ କରିଛି ପୋଲିସ ।

ସୋସିଆଲ ମିଡିଆରେ ନକଲି ଆକାଉଂଟ କରି ଦୁଇ ନାବାଳିକା ଭଉଣୀଙ୍କୁ ଅଶ୍ଳୀଳ ଫଟୋ ପଠାଇଥିବା ଅଭିଯୋଗ ହୋଇଥିଲା । ହେଲେ ରୋଷେୟା କହିଛନ୍ତି ଉଭୟଙ୍କ ସହମତିରେ ପ୍ରେମ ଆରମ୍ଭ ହୋଇଛି । କିଏ ସତ କହୁଛନ୍ତି ତାହା ତଦନ୍ତ ପରେ ଜଣାପଡିବ ।

ଦେଖନ୍ତୁ ଭିଡ଼ିଓ :

Leave a Reply

Your email address will not be published. Required fields are marked *