ଏହି 5 ଜଣ ଅଭିନେତ୍ରୀ ଫିଲ୍ମରେ କିଶିଂ ସିନ୍ କରିବାକୁ କେବେ ବି ମନା କରି ନଥାନ୍ତି, ନମ୍ବର 3 ସମସ୍ତଙ୍କ ପସନ୍ଦିତା ଅଭିନେତ୍ରୀ

These 5 actresses have never refused to do a kissing scene in the film, No. 3 is everyone’s favorite actress.

ଆଜି ଆମେ ଆପଣଙ୍କୁ ବଲିଉଡ ର କିଛି ଅଭିନେତ୍ରୀ ଙ୍କ ବିଷୟ ରେ କହିବୁ, ଯେଉଁମାନେ ବଲିଉଡ ର ଦୁନିଆ ରେ ବେଶ ଭଲ ଭାବରେ ଜଣାଶୁଣା ଅଭିନେତ୍ରୀ ଆଟନ୍ତି । ସେମାନେ ନିଜର ସବୁ ଫିଲ୍ମରେ କିଶିଂ ସିନ୍ କରିଛନ୍ତି । ଏଥିରୁ ଜଣାପଡ଼ୁଛି କି ତାଙ୍କୁ କିଶିଂ ସିନ୍ କରିବାରେ କୌଣସି ଅସୁବିଧା ନାହିଁ । ତେବେ ଆସନ୍ତୁ ଜାଣିବା ସେମାନଙ୍କ ନାମ

  1. କଟ୍ରିନା କେଫ :-

ବଲିଉଡ ଇଣ୍ଡଷ୍ଟ୍ରି ର ଟାଇଗର ଗର୍ଲ ଙ୍କୁ ତ ଆପଣ ଭଲରେ ଜାଣିଥିବେ । ବଲିଉଡ ରେ ରିଲିଜ ହୋଇଥିବା କଟ୍ରିନା ଙ୍କ ଫିଲ୍ମ ପ୍ରାୟ ବକ୍ସ ଅଫିସ ରେ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥାଏ । କଟ୍ରିନା ନିଜ ବଲିଉଡ କ୍ୟାରିୟର ରେ ବହୁତ ଫିଲ୍ମରେ କାମ କରିଛନ୍ତି । କଟ୍ରିନା ପାଖାପାଖି ସବୁ ଫିଲ୍ମରେ କିଶିଂ ସିନ୍ ଦେଇଛନ୍ତି ।

  1. ଆଲିଆ ଭଟ୍ଟ :-

ଆଲିଆ ଭଟ୍ଟ ଜଣା ଶୁଣା ନିର୍ମାତା ମହେଶ ଭଟ୍ଟ ଙ୍କ ଝିଅ ଅଟନ୍ତି, ଯାହାଙ୍କ ବିଷୟରେ ଆଜିକାଲି ବେଶ ଚର୍ଚ୍ଚା ହୋଉଥିବା ଆପଣ ମଧ୍ୟ ଶୁଣିପାରୁଥିବେ କାରଣ ସୁଶାନ୍ତ ସିଂ ଙ୍କ ମୃତ୍ୟୁ ପରେ ଏମାନଙ୍କର ବେଶ ଆଲୋଚନା ହେଉଛି । ଆଲିଆ ଭଟ୍ଟ ଙ୍କୁ ବଲିଉଡ ର ପାଠକ କ୍ୱିନ ମଧ୍ୟ କୁହାଯାଉଛି । ସେ ନିଜ ଫିଲ୍ମ କ୍ୟାରିୟର ‘ସ୍ଟୁଡେଣ୍ଟ ଅଫ ଦ ଇୟର’ ରୁ ଆରମ୍ଭ କରିଥିଲେ । ସେ ନିଜ ପ୍ରଥମ ଫିଲ୍ମରେ ହିଁ Siddharth Malhotra ଙ୍କୁ କିସ କରିଥିଲେ । ଆଲିଆ ନିଜର ସବୁ ଫିଲ୍ମରେ କିଶିଂ ସିନ୍ ଦେଇଛନ୍ତି ।

  1. ଶ୍ରଦ୍ଧା କପୁର :-

ବଲିଉଡ ଜଗତ ର ଜଣା ଶୁଣା ଅଭିନେତା ଶକ୍ତି କପୁର ର ଝିଅ ଶ୍ରଦ୍ଧା କପୁର ବଲିଉଡ ରେ ନିଜର ଏକ ଅଲଗା ପରିଚୟ ବନେଇଛନ୍ତି । ଶ୍ରଦ୍ଧା କପୁର ବର୍ତମାନ ବଲିଉଡ ର ସବୁଠୁ ଅଧିକ କିସ ନେଇଥିବା ଆକ୍ଟ୍ରେସ ଅଟନ୍ତି । ସେ ଆଦିତ୍ୟ ରାୟ କପୁର ଙ୍କ ସହ ଫିଲ୍ମ ‘ଆଶିକୀ 2’ ରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ସେ ନିଜର ପ୍ରଥମ ଫିଲ୍ମରେ ଆଦିତ୍ୟ ରାୟ କପୁର ଙ୍କୁ କିସ କରିଥିଲେ ।

  1. ମଲ୍ଲିକା ଶେରାବତ :-

ବଲିଉଡ ଜଗତ ର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ମଲ୍ଲିକା ଙ୍କୁ କିଏ ଭୁଲିପାରିବ । ଆମକୁ ଲାଗୁଛି କି, ବଲିଉଡ ରେ କିସିଙ୍ଗ ର ଟ୍ରେଣ୍ଡ ମଧ୍ୟ ମଲ୍ଲିକା ହିଁ କରିଥିବେ । ସେ ନିଜର ସବୁ ଫିଲ୍ମରେ କିଶିଂ ସିନ୍ କରିଛନ୍ତି । କିନ୍ତୁ ବର୍ତମାନ ସେ ଫିଲ୍ମ ଇଣ୍ଡଷ୍ଟ୍ରି ରୁ ଦୁରେଇ ଅଛନ୍ତି ।

  1. ପରିଣୀତି ଚୋପଡା :-

ବଲିଉଡ ର କ୍ୟୁଟ ଓ ସୁନ୍ଦର ଅଭିନେତ୍ରୀ ପରିଣୀତି ଙ୍କୁ ତ ଆପଣ ଭଲରେ ଜାଣିଥିବେ । ସେ ରନବୀର ସିଂ ଙ୍କ ସହ ଫିଲ୍ମ ‘Ladies vs Ricky Bahl’ ରୁ ନିଜ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ । ପରିଣୀତି ମଧ୍ୟ ପାଖାପାଖି ସବୁ ଫିଲ୍ମରେ କିଶିଂ ସିନ୍ କରିଥାନ୍ତି।

Leave a Reply

Your email address will not be published. Required fields are marked *