ଭାରତର ଏହି 6 ଜଣ ପ୍ରଧାନ ମନ୍ତ୍ରୀ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା କେତେ ? ଏବଂ ଜାଣନ୍ତୁ ସବୁଠାରୁ ଅଧିକା ପଢ଼ାଲେଖା ପ୍ରଧାନମନ୍ତ୍ରୀ କିଏ ?

Prime Ministers of India and their Educational Qualifications

ଭାରତର ଏହି 6 ଜଣ ପ୍ରଧାନ ମନ୍ତ୍ରୀ ଙ୍କ ମଧ୍ୟରୁ ଜାଣନ୍ତୁ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଓ କେଉଁ ପ୍ରଧାନ ମନ୍ତ୍ରୀ ସବୁଠାରୁ ଅଧିକା ପଢ଼ାଲେଖା ତେବେ ଆସନ୍ତୁ ଜାଣିବା, ଆଜି ଆମେ ଦେଶର ଏହି ପ୍ରଧାନ ମନ୍ତ୍ରୀ ଙ୍କ ବିଷୟରେ।

ପଣ୍ଡିତ ଜବାହାରଲାଲ

1.ପଣ୍ଡିତ ଜବାହାରଲାଲ ନେହେରୁ ଟ୍ରିନଟୀ କଲେଜ,କେମ୍ବ୍ରିଜ ବିଶ୍ବବିଦ୍ୟାଳୟ ରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।

ଲାଲ ବହାଦୁର ଶାସ୍ତ୍ରୀ

2.ଲାଲ ବହାଦୁର ଶାସ୍ତ୍ରୀ ପ୍ରାଇମେରୀ ଶିକ୍ଷା କାଶୀନାଥ ବିଶ୍ୱବିଦ୍ୟାଳୟ ରେ କରିଥିଲେ ।

ଇନ୍ଦିରା ଗାନ୍ଧୀ

3.ଇନ୍ଦିରା ଗାନ୍ଧୀ, ସେ ରାଜନୀତି ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।

ରାଜୀବ ଗାନ୍ଧୀ

  1. ରାଜୀବ ଗାନ୍ଧୀ ଦେଶର କମ ବୟସ୍କା ପ୍ରଧାନ ମନ୍ତ୍ରୀ ଭାବରେ ନିଯୁକ୍ତି ପାଇଥିଲେ, ସେ ଇମ୍ପେରାଲ କଲେଜ ଅଫ ଲଣ୍ଡନ ରେ ମେକାନିକାଲ ଇଞ୍ଜିନିୟରିଙ୍ଗ ପଢିଥିଲେ କିନ୍ତୁ କୋର୍ସ ପୁରା କରିପାରିନଥିଲେ।

ମନମୋହନ ସିଂ

5.ମନମୋହନ ସିଂ ବହୁତ ପାଠ ପଢିଥିଲେ , ଡିଗ୍ରୀ ହାସଲ କରିବା ସହ ମାଷ୍ଟର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି ଏବଂ ଇଂଲଣ୍ଡ ସ୍ଥିତ ୟୁନିଭର୍ସିଟି ଅଫ ଅକ୍ସଫୋର୍ଡ ରୁ D.Phil.ଏବଂ ପରେ ଭାରତ ଆସି ପାଞ୍ଝବ ୟୁନିଭର୍ସିଟି ରେ ସିନିୟର ପ୍ରଫେସର ଏବଂ ଅନେକ ଡିଗ୍ରୀ ର ଅଧିକାରୀ ଥିଲେ ଡକ୍ଟର ମନମୋହନ ସିଂ । ଭାରତ ର ସବୁଠାରୁ ଅଧିକା ପାଠ ପଢିଥିବା ପ୍ରଧାନ ମନ୍ତ୍ରୀ ଅଟନ୍ତି।

ନରେନ୍ଦ୍ର ମୋଦି

6.ନରେନ୍ଦ୍ର ମୋଦି ବର୍ତମାନ ସମୟ ରେ ଆମ ଦେଶର ପ୍ରଧାନ ମନ୍ତ୍ରୀ ଅଛନ୍ତି । ସେ ରାଜନୀତି ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ଏବଂ ଗୁଜରାଟ ୟୂନିଭରସିଟି ରୁ ଏମ ଏ ମଧ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *